ପୁଣି ମାତିଲେ ମନ୍ଦିର ଲୁଟେରା,ତାଲା ଭାଙ୍ଗି ଲକ୍ଷାଧିକ ମୂଲ୍ୟର ସମ୍ପତି ଚୋରି

ହରଭଙ୍ଗା :(ଆପ୍ର)ବୌଦ୍ଧ ଜିଲ୍ଲା ମନ୍ଦିର ଗୁଡ଼ିକରୁ ଲୋଲୁପ ଦୃଷ୍ଟି ଛାଡ଼ୁନି ମନ୍ଦିର ଲୁଟେରା ଙ୍କ l ବାରମ୍ବାର ମନ୍ଦିର ଗୁଡିକ ରୁ ଚୋରି ହେଲେବି ଧରା ପଡୁନି ଲୁଟେରା କି ଠାବ ହେଉନି ଚୋରି ସାମଗ୍ରୀ l ପୋଲିସ କୁ ଚ୍ୟାନେଚ…

ବିପୁଳ ପରିମାଣ ର ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ମନମୁଣ୍ଡା ପୋଲିସକୁ ମିଳିଲା ବଡ ସଫଳତା l ପୋଲିସ ହାତରେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ l ମନମୁଣ୍ଡା ଥାନା ଯୋଡସିଂ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚଲାଣ ହେବାକୁ ଥିବାନେଇ ସୂଚନା ପାଇ…

ସବୁଆନ ଗଛ ଚୋରା ଚାଲାଣ, ପିକ ଆପ ଗାଡ଼ି ସହ ଗଛ ଜବତ

ଖପ୍ରାଖୋଲ ୦୭/୦୩( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଖପ୍ରାଖୋଲ ବନ ବିଭାଗ ତରଫରୁ ଚଢ଼ାଉ କରି ପିକ ଆପ ଗାଡ଼ି ସହ ଗଛ ଜବତ ହୋଇଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ପ୍ରାପ୍ତ ସୂଚନା ମୁତାବକ…

କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ରୁ ମୃତ ବାରହା ଜବତ ସହ ଆସାମୀ ଗିରଫ, ତିନି ଅଭିଯୁକ୍ତ ଫେରାର

ବୌଦ୍ଧ :  ( ଚିତ୍ତରଞ୍ଜନ ସିଂହ ) ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ କୁଶଙ୍ଗ ରେଞ୍ଜ ଅଭ୍ୟାରଣ୍ୟ ମଧ୍ୟରୁ ଗତକାଲି ବିଳମ୍ବିତ ରାତି ରେ ପେଟ୍ରୋଲିଙ୍ଗ ସମୟ ରେ ଏକ ମୃତ ବାର୍ହl ଜବତ କରିବା ସହ ଜଣେ ଆସାମୀ କୁ…

ପତ୍ନୀ ହନ୍ତା କୁ ଆଜୀବନ କାରାଦଣ୍ଡ ୧୦ ହଜାର ଟଙ୍କା ଜରିମାନା

ଧର୍ମଗଡ:୨୯/୨(ହେମନ୍ତ କୁମାର ମାଝୀ)ଗତ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖ ରେ ଆମ୍ବପାଣି ଥାନା ଅର୍ନ୍ତଗତ ନୂଆ ଗାଁ ର ଦୁର୍ଜନ ସୁନାନୀ ତାଙ୍କ ସ୍ତ୍ରୀ ଦେବକୀ ରାଉତ ଙ୍କୁ ଯୌତୁକ ପାଇଁ ଦଉଡ଼ି ରେ ତଣ୍ଟି ଚିପି ହତ୍ୟା କରିଥିଲା।ଏହି…

୧୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଂଜେଇ ଜବତ, ଟ୍ରକ ସହ ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ପୋଲିସକୁ ବଡ଼ ସଫଳତା l ୧୦  କୁଇଣ୍ଟାଲ ୨୫  କେଜି ଗଂଜେଇ ଜବତ, ଗୋଟିଏ ଟ୍ରକ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ l ସାମ୍ବାଦିକ…

ମୂଲ୍ୟବାନ କାଠ ପଟା ସହ କାଠ ମାଫିଆଙ୍କୁ ଧରିଲା ବନବିଭାଗ

ହରଭଙ୍ଗା  (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଲୁଣ୍ଡୁରୁଝୁରି ଗ୍ରାମ ଜଙ୍ଗଲ ରେ ଏସିଏଫ ବିମଲ ପ୍ରଧାନ ଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ରେ…

ଆକାଉଣ୍ଟ ରୁ ୨୦ହଜାର ଟଙ୍କା ଲୁଟି ନେଲେ ସାଇବର ଠକ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ଆକାଉଣ୍ଟ ରେ କଳାକନା ବୁଲେଇଲେ ସାଇବର ଠକ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ହାତ ବାନ୍ଧି ବସିଛି ପୋଲିସ । ଜିଲ୍ଲାପାଳ ଙ୍କ ଦ୍ଵାରାସ୍ତ ହେଲେ ଅଭିଯୋଗକାରୀ । ଇଲେଟ୍ରିକ…

ବିଦ୍ୟୁତ ଖୁଣ୍ଟରେ ସଂସ୍ପର୍ଶରେ ଅଜଣା ଯୁବକଙ୍କ ଜୀବନ ଗଲା ; ପାଟଣାଗଡ଼ ପୁଲିସ ତଦନ୍ତ ଜାରି

ପାଟଣଗଡ଼ ବ୍ୟୁରୋ:୦୨/୦୨ ( ନରେନ୍ଦ୍ର ନେଗୀ)ବିଦ୍ୟୁତ ଖୁଣ୍ଟର ସସ୍ପର୍ଶରେ ଆସି ଅଜଣା ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି । ପାଟଣାଗଡ଼ ଧୂମାଭଟା ରାସ୍ତା ଟିଭିଏସ ଶୋରୁମ ନିକଟରେ ଥିବା ଧୀରେନ୍ଦ୍ର ନଗରରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି…

ନବରଙ୍ଗପୁର SPଙ୍କ ନିର୍ଦେଶ ରେ Atm ଲୁଟେରା ଙ୍କୁ ଗଡ଼ାଇ ଗଡ଼ାଇ ଡାବୁଗାଁ ଅଂଚଳରେ ଧରିଲା ପୋଲିସ

ନବରଙ୍ଗପୁର:-  (ବେଣୁ ଗୋପାଳ ରାଓ )ଡ଼ାବୁଗାଁ ଥାନା ଅଧିନ ଡ଼ାବୁଗାଁ ଉମରକୋଟ ରାସ୍ତାରେ ଥିବା ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲ ମଧ୍ୟରୁ ନବରଙ୍ଗପୁର ସହରରୁ ଏକ ଏଟିମକୁ ଭାଙ୍ଗି ଦୁର୍ବୃତ ନେଇ ଯାଉଥିବା ବେଳେ ନବରଙ୍ଗପୁର Sp ଙ୍କ ନିର୍ଦେଶ କ୍ରମେ…