ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୂଲ ନାଏକ – ଆରପିଏଫ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ ଜିନିଷପତ୍ର

ତାହେଲେ ବୀପୂଲ୍ କେଉଁଠି? ଟିଟିଲାଗଡ/ ଜି ଉଦୟଗିରି; ( ସଞ୍ଜୟ କୁମାର ନାୟକ)ବିପୁଲ କୁମାର ନାଏକ, ପିତା- ସ୍ଵର୍ଗତ ବାମ ଦେବ ନାଏକ, ନିବାସୀ କନବା ଗିରି, ଜି ଉଦୟଗିରି, ଜିଲ୍ଲା – ଫୁଲବାଣୀ । ବିପୂଲ୍ ଯାଜପୁର ରେଳବାଇ ୟାର୍ଡରେ…

ଅମ୍ବାଦଳାରେ ପହଞ୍ଚିଲା ଅଯୋଧ୍ୟାର ପବିତ୍ର ଅକ୍ଷତ କଳସ,କଳସକୁ ସ୍ଵାଗତ କଲେ ଅମ୍ବାଦଳା ବାସୀ

ମୁନିଗୁଡା:୩୦।୧୨ (ରମାକାନ୍ତ ପଡାଲ)ପ୍ରଭୁ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ…

୪ର୍ଥ ବାଟାଲିୟନ ସିଆରପିଏଫ ଦ୍ବାରା ଜନସମ୍ପର୍କ କାର୍ଯ୍ୟକ୍ରମ ମାଗଣା ଚିକିତ୍ସା ଶିବିର ଆୟୋଜିତ

ମୁନିଗୁଡା: ୩୦।୧୨: (ରମାକାନ୍ତ ପଡାଲ)ଚତୁର୍ଥ ବାଟାଲିୟନ ସିଆରପିଏଫ ଦ୍ଵାରା ଡିମିରିଗୁଡା ସିଆରପିଏଫ କ୍ୟାମ୍ପ ପରିସରରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚତୁର୍ଥ ବାଟା ଲିୟନ୍ କମାଣ୍ଡାଣ୍ଟ…

ପଂଚାୟତ ସମିତି ସାଧାରଣ ବୈଠକ ରେ ଦଳୀୟ ନେତାଙ୍କ ନାଁରେ ସ୍ଲୋଗାନ,

ବଲାଙ୍ଗୀର ବ୍ୟୁରୋ :୩୦/୧୨(ନରେନ୍ଦ୍ର ନେଗୀ)ଆଜି ଦେଓଗାଁ ପଂଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ବିଧାୟକ ଙ୍କ ପ୍ରତିନିଧି ଅସିତ କୁମାର ମିଶ୍ର ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି ଓ ସମସ୍ତ ପଂଚାୟତ ର ସରପଞ୍ଚ…

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନବୀନ ନିବାସ ଗସ୍ତ

– ପାଣ୍ଡିଆନ ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ  ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଦୀର୍ଘ ଏକତିରିଶ ବର୍ଷର ଦାବି ହେଉଛି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି। ଏହି ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି ଜିଲ୍ଲା…

ରାମକୃଷ୍ଣ ବାଳାଶ୍ରମ ସମ୍ପାଦକଙ୍କ ତରବରିଆ ଇସ୍ତଫାକୁ ନେଇ ଚର୍ଚ୍ଚା

ହରଭଙ୍ଗା : (ଆପ୍ର)-ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମ ସମ୍ପାଦକଙ୍କ ତରବରିଆଭାବେ ଈସ୍ତଫାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି ।ସମ୍ପାଦକଙ୍କ ଏଭଳି ଅଚାନକ ରାତିଅଧିଆ ଈସ୍ତଫା ପଛରେ କିଛି ଲୁକାୟିତ ରହସ୍ୟଥିବା ମଧ୍ୟ ଆଲୋଚନା…

ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ସାଲିସ ବିହୀନ ରାଜନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସ ଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ସମେତ ଜିଲାର ବିଭିନ୍ନ ସ୍ଥାନରେ ନାନା…

ବିବେକସେନା ତରଫରୁ ଭବାନୀପାଟଣା ରେ ଓପିଏସ୍‌ସି ପରୀକ୍ଷା କେନ୍ଦ୍ର ଦାବି

ଭବାନୀପାଟଣା : (ନରେନ୍ଦ୍ର ନେଗୀ)ରିଖ ଭବାନୀପାଟଣା ରେ ଓଡିଶା ପ୍ରଶାସନିକ ସେବା ର ପରୀକ୍ଷା କେନ୍ଦ୍ର ଦାବି ପତ୍ର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ତରଫରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ, 5ଟି ଓ…

ମିଳର ଙ୍କ ଦ୍ଵାରା ଯୋଗା ଯାଇଥିବା ବସ୍ତା ପାଇଁ ପେକ୍ସ କାର୍ଯ୍ୟାଳୟ ରେ ତାଲା ପକାଇଲେ ଚାଷୀ,ଫଟା ଅଖା ବସ୍ତା କୁ ନେଇ ଉତ୍ତେଜନା .

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ତୁଣ୍ଡଲା ପେକ୍ସ୍ ରେ ବିଭିନ୍ନ ମିଳର ଙ୍କ ଦ୍ଵାରା ଚାଷୀ ଙ୍କୁ ଯୋଗାଇଥିବା ବସ୍ତା ଗୁଡ଼ିକ ଅତି ନିମ୍ନ ମାନର ରହିଛି ।ବାରମ୍ବାର ଅଭିଯୋଗ ସତ୍ବେ ମଧ୍ୟ ମିଲର୍ ମାନଙ୍କ…

ଟିଟିଲାଗଡରୁ ସିନ୍ଧେକେଲା ଯିବା ରାସ୍ତାର ଭାଟିପଡା ଠାରୁ ଗ୍ର।ଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀ ଯାଏଁ ରାସ୍ତା ଅବସ୍ଥା ଶୋଚନୀୟ

ଟିଟିଲାଗ଼ଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଠାରୁ ସିନ୍ଧେକେଲା ଯିବା ରାସ୍ତା ତଥା ସହରକୁ ଲାଗି ରହିଥିବା ଭାଟିପଡା ଗ୍ରାମ ଠାରୁ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀ ଯାଏଁ ରାସ୍ତା ଯିବା ଆସିବା ଯୋଗ୍ୟ ହୋଇ ଆଉ ନାହିଁ। ରାସ୍ତା ସବୁ…