ବେହେରା କଲେଜ ଠାରେ ଆତ୍ମ ସୁରକ୍ଷା ତାଲିମ ଉଦଯାପିତ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଓଡିଶା ସରକାର ମହିଳାମାନଙ୍କୁ ଆତ୍ମ ସୁରକ୍ଷା ପ୍ରଦାନ  ପାଇଁ ପ୍ରତ୍ୟେକ କଲେଜରେ ବ୍ୟବସ୍ଥା କରିଛନ୍ତି। ଏହି ଆତ୍ମ ସୁରକ୍ଷା ତାଲିମ ପାଇଲେ ଝିଅମାନେ ନିଜକୁ ସୁରକ୍ଷିତ ରଖିବା ସହ ଆତ୍ମ ଶକ୍ତି ବୃଦ୍ଧି ପାଇବ। ଗତ…

ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ସ୍ୱର୍ଗତ ଭାଗ୍ୟଲକ୍ଷ୍ମୀ କ୍ରିକେଟ ପ୍ରତିଯୋଗିତା

ନବରଙ୍ଗପୁର : ( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ନବରଙ୍ଗପୁର କାଦେରିଆ ପଡ଼ିଆରେ ଅଭିବକ୍ତ କୋରାପୁଟ ଜିଲ୍ଲା ଭାଗ୍ୟ ଲକ୍ଷ୍ମୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଯାଇଛି ! ବାରିକ ସଙ୍ଘ ର ସଭାପତି N ଗଣେଶ…

କେସିଙ୍ଗା ବିକାଶ ମଞ୍ଚର ସଫଳତା, କେସିଙ୍ଗା ନିର୍ବାହୀ ଅଧିକାରୀଙ୍କ ବଦଳି

କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ବିକାଶ ମଞ୍ଚ କୁ ତୃତୀୟ ଦିନରେ କେସିଙ୍ଗା ୧୧  ଘଣ୍ଟା ବନ୍ଦ ଡକରା ରୁ ମିଳିଲା ସଫଳତା | ଆଜି କେସିଙ୍ଗା ବନ୍ଦ ଡାକରା ଦେଇଥିଲା କେସିଙ୍ଗା ବିକାଶ ମଞ୍ଚ ନିର୍ବାହି ଅଧିକାରୀଙ୍କ ମନମୁଖୀ କାର୍ଯ୍ଯ…

ଟାଟା ମେଜିକ୍ ଧକ୍କା ରେ, ମଟର ସାଇକେଲ ଆରୋହୀ ମୃତ ଜଣେ ଗୁରୁତର

କାଶୀପୁର : (ଅଞ୍ଜନ କୁମାର ନାଏକ)କାଶୀପୁର ରୁ ଅଞ୍ଜନ କୁମାର ନାଏକକାଶୀପୁର ରୁ ଅଞ୍ଜନ କୁମାର ନାଏକରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ର କଞ୍ଚଗୁମା ଗ୍ରାମ ର ଦୁଇଜଣ ମଟର ସାଇକେଲ ଆରହିଙ୍କ ଏକ ଟାଟା ମେଜିକ…

ଦ୍ୱିତୀୟ ହରଭଙ୍ଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ହରଭଙ୍ଗା (ଚିତ୍ରଞ୍ଜନ ସିଂ)ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବୌଦ୍ଧ ଜିଲ୍ଲା ବିଜେଡି…

ବିଜେପି ର ବୁଥ୍ ଚାଲ ଅଭିଯାନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ମଙ୍ଗଳବାର ହରଭଙ୍ଗା ବ୍ଲକ୍ ବାଣିଭୂଷଣପୁର ଠାରେ ବିଜେପି ନେତା ବିଶିକେଶନ ପ୍ରଧାନ ଙ୍କ ନେତୃତ୍ବରେ ବୁଥ ଚାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଜେପି ର ବରିଷ୍ଟ ନେତା ସଚି ଦଲାଲ, ମାଗୁଣି ବାବୁ, ଅକ୍ଷୟ ସାହୁ,…

ଧାନ କ୍ରୟରେ ଅନିୟମିତତାର ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର

ଧର୍ମଗଡ଼:  ( ହେମନ୍ତ କୁମାର ମାଝୀ)ରାଜ୍ୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଧାନ କ୍ରୟ ରେ ହେଉଥିବା ଅନିୟମିତତାର ସିବିଆଇ ତଦନ୍ତ ନିମନ୍ତେ ବିଜେପି କଳାହାଣ୍ଡି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୧୪ରେ…

ପ୍ରଥମ ସେବା ମହୋତ୍ସବ ର ଶୁଭଖୁଣ୍ଟି ଓ ଲୋଗ ଉନ୍ମୋଚନ,ଫେବୃଆରୀ ୬ ରୁ ସେବା ମହୋତ୍ସବ ଆରମ୍ଭ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ନିଆରା ମହୋତ୍ସବ । ନାଚ ଗୀତ ପଦର୍ଶନୀ ନୁହେଁ ଅସହାୟ ଲୋକଙ୍କୁ ସହାୟତା ଓ ଚିକିତ୍ସା ସେବା ଯୋଗାଇ ଦେବା ମହୋତ୍ସବ ର ହେବ ମୂଳ ଲକ୍ଷ୍ୟ । ବୌଦ୍ଧ…

ମନ୍ତ୍ରୀ ଙ୍କ କରକମଳରେ ତଳଗାଁ ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ଭିତ୍ତି ପ୍ରସ୍ଥର ସ୍ଥାପନ ଓ ଉଦ୍ଘାଟନୀ ଦିବସ

ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ଅଧୁଷିତ ଅଂଚଳ ତଳଗାଁ ପଞ୍ଚାୟତ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତରାଜ,ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟର…

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନର ରକ୍ତଦାନ ଶିବିର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ର ଛଅ ତମ ବର୍ଷ ପୂର୍ତ୍ତି ଅବସରରେ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସଂଗଠନ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ…