ଦ ବେଲ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ଝୁମର ପାଳିତ

ପୁରୀ: ୧୪/୬(ମନୋଜ କୁମାର ବଳିଆରସିଂ )ସ୍ବେଛାସେବୀ ସଂଗଠନ ଦ ବେଲ୍ ଓମେନ୍ସ୍ କ୍ଲବ୍ ତରୁଫରୁ ନିଆରା ଢଙ୍ଗରେ ପାଳିତ ହୋଇଛି ରଜ ଉତ୍ସବ ‘ ଝୁମର ‘ ।ପହିଲି ରଜରେ ପୁରୀ ବଳିଆ ପଣ୍ଡା ବସ୍ତି ଅଞ୍ଚଳରେ ଥିବା ୫୦୦ ରୁ…

କେସିଙ୍ଗା ROB କୁ ନେଇ ଚର୍ଚ୍ଚା

କେସିଙ୍ଗା ( ପ୍ରୀତେଶ ପଟେଲ)ଆରମ୍ଭ ହେବା ପୂର୍ବରୁ ଦାବି ଆରମ୍ଭ ହେଲା ପରେ ବି ଦାବି ।ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ନିର୍ମାଣାଧୀନ ରହିଥିବା ROB କୁ ନେଇ ।କେସିଙ୍ଗା ସହର ମଧ୍ୟ ଦେଇ ଗତି କରିଛି ୨୬…

ସାହାଯ୍ୟ ଅପେକ୍ଷାରେ ଶଯ୍ୟାଶାୟୀ ସନ୍ଧ୍ୟାରାଣୀ ,ସମ୍ପର୍କୀୟ ନଥିବା ରୁ ଚିକିତ୍ସା ପାଇଁ ଡକ୍ଟର ବାରଣ କଲେ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର ମହୁଲ ପାଲୀ ଗ୍ରାମର ଦେଖି ବାକୁ ମିଳିଲା ଏକ ଅଭାବନିଅ ଦୁଃଖ l ଗ୍ରାମର ୪୫ବସିୟା ରୋଗୀଣି ସନ୍ଧ୍ୟା ରାଣୀ ବିଶି ଦିନ ମଜୁରିଆ ୩ମାସ ହେବ…

କେସିଙ୍ଗା ପୋଲିସ ଜବତ କଲା ୧୬ ଲିଟର ବିଦେଶୀ ଓ ୩ଲିଟର ଦେଶୀ ପାଉଚ ମଦ

କେସିଙ୍ଗା (ପ୍ରୀତେଶ ପଟେଲ)ଓଡିଶା ସାରା ମଦ ଦୋକାନ ଉପରେ ଚଢାଉ ଚର୍ଚା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜୋରସୋରରେ ଚାଲିଛି | ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ସହର ରେ କିଛି ଦିନ ତଳେ ୱାର୍ଡ ନମ୍ବର ୮ …

ବୋଲେରୋ ଟ୍ରକ ଧକ୍କା, ଜଣେ ମୃତ, ୩ ଗୁରୁତର ଓ ୫ ଆହତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ପହିଲି ରଜ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ କୁ ଧକ୍କା ଦେଲା ଟ୍ରକ । ପୁରୀ ରୁ ଜଗା ଦର୍ଶନ ସାରି ବରଗଡ଼ ଫେରୁଥିଲେ ବେଳେ ବୌଦ୍ଧ ଥାନା ଖଜୁରୀପଡା ନିକଟରେ ବୋଲେରୋ…

ପୁରୀ ରେ ଅନୁଷ୍ଠିତ ହେବ ଆସନ୍ତା ୧୬ ତାରିଖ ଠାରୁ ଜାତୀୟ ୨୩ତମ ଲୋକମେଳା ଓ ୧୬ତମ କୃଷିମେଳା ୨୦୨୫

ପୁରୀ :୧୩.୦୬(ମନୋଜ କୁମାର ବଳିଆରସିଂ )ଶ୍ରୀ ଶ୍ରୀକ୍ଷେତ୍ର ସୂଚନା, ପୁରୀ ପକ୍ଷ ରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୩ତମ ଲୋକମେଳା (ଜାତୀୟ ଆଦିବାସୀ/ଲୋକଗୀତ ଓ ନୃତ୍ୟ ମହୋତ୍ସବ ଏବଂ ଜାତୀୟ ସ୍ତରୀୟ ପ୍ରଦର୍ଶନୀ) ଓ ୧୬ତମ କୃଷିମେଳା (ଜାତିୟ…

କେସିଙ୍ଗା କ୍ଷେତ୍ର ପରିଦର୍ଶନ କରିଲେ ରାଜ୍ଯ ସଭା ସାଂସଦ ସୁଜିତ୍ କୁମାର , ଟ୍ରାଫିକ ସମସ୍ଯା କୁ ନେଇ ଚର୍ଚ୍ଚା

କେସିଙ୍ଗା : ୧୨/୦୬ (ପ୍ରୀତେଶ ପଟେଲ)କେସିଙ୍ଗା ବାସୀ ଙ୍କ ବହୁତ ଦିନର ଦାବୀ ବାଇପାସ ନିର୍ମାଣ କୁ ନେଇ ରାଜ୍ୟ ସଭା ସାଂସଦ ସୁଜିତ କୁମାର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗ ଲକୋଙ୍କ ସହ ବୋରିଂପଦର ସ୍ଥିତ ହୋଟେଲ ସାଇ ବୃନ୍ଦାବନ…

ଅନବସରରେ ଦାରୁ ଦେବତା

ପୁରୀ : (ମନୋଜ କୁମାର ବଳିଆରସିଂ )ଅନବସର ସମୟରେ ପଟ୍ଟିଦିଅଁଙ୍କୁ ଶ୍ରୀମନ୍ଦିରରେ ପୂଜା କରାଯାଇଥାଏ। ଶ୍ରୀବଳଭଦ୍ରଙ୍କ ପଟ୍ଟିଦିଅଁ ଭାବରେ ଶ୍ରୀବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟ୍ଟିଦିଅଁଭାବେ ମାଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ପଟ୍ଟିଦିଅଁ ଭାବେ ଶ୍ରୀନାରାୟଣ ପୂଜା ପାଇଥାନ୍ତି। ଶ୍ରୀବାସୁଦେବ ଙ୍କ ଆସ୍ଥାନ ସମୀପରେ…

ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ବେଆଇନ ବାଲି ଚାଲାଣ ବେଳେ ଟ୍ରାକଟ ଓଲଟି ଜଣେ ମୃତ, ୨ଜଣ ଗୁରୁତର । ମୃତକ ହେଲେ ନରେନ୍ଦ୍ର ନାୟକ ଙ୍କ ପୁଅ ଅର୍ଜୁନ ନାୟକ। ଦୁଇ ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି…

ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା ସମ୍ମିଳନୀ

ନବରଙ୍ଗପୁର: (ବେଣୁଗୋପାଳ ରାଓ )ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ନୂଆବନ୍ଦ ସାହି ରେ ଆଜି ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେଇଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ…