କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ, “ଶିଶୁଙ୍କ ଅନ୍ତର୍ନିହିତ କଳାର ବିକାଶ ପାଇଁ ଉତ୍ତମ ମାଧ୍ୟମ”
ଧର୍ମଗଡ ୧୭|୧୦ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କାସିବାହାଲ ସ୍କୁଲ ରେ କାଶୀବାହାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଲଷ୍ଟର ର ସିଆରସିସି ରାଜେନ୍ଦ୍ର ଦୁରିଆ ଙ୍କ ତତ୍ୱାବଧାନ ରେ ବିଦ୍ୟାଳର ର ପ୍ରଧାନ…