ଧର୍ମଗଡ ସହରରେ ଧର୍ମଗଡ ପୋଲିସର ଫ୍ଲାଗ ମାର୍ଚ୍ଚ

ଧର୍ମଗଡ ୧୨/୦୪ (ହେମନ୍ତ କୁମାର ମାଝୀ)ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଧର୍ମଗଡ ପୋଲିସ ତରଫରୁ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ଶୁକ୍ରବାର ସକାଳ ୧୦ ଟା ସମୟରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ…

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର ସାହୁଙ୍କ ବିଜେଡି ରୁ ଇସ୍ତଫା

ଧର୍ମଗଡ ୧୨/୦୪(ହେମନ୍ତ କୁମାର ମାଝୀ)ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ କଲମପୁର ବ୍ଲକ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ସାହୁ ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ…

ନବରଙ୍ଗପୁର ରାଜନୀତି ରେ ଚର୍ଚ୍ଚା,ପ୍ରଲୋଭନ ଦେଖାଇ ଦଳ ରେ ସାମିଲ କରିବା ଅଭିଯୋଗ

ନବରଙ୍ଗପୁର ୧୨ /୦୪(ବେଣୁ ଗୋପାଳ ରାଓ) ଜୋନ ଚରେଇ ଦେବା ବାହାନା ରେ ବଳରେ ସାମିଲ୍ କରିବା ଅଭିଯୋଗ ନେଇ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ।ଗତ ଦୁଇଦିନ ପୂର୍ବେ ନବରଙ୍ଗପୁର ବିଧାୟକ ଙ୍କ ଉପସ୍ଥିତିରେ…

ଢେଙ୍କାନାଳ ମୀନା ବଜାର ସ୍ଥିତ ଜାମା ମସଜିଦ ରେ ଇଦ୍-ଉଲ୍-ଫିତର୍ ବହୁ ଆଡମ୍ବରରେ ପାଳନ

ଢେଙ୍କାନାଳ  :  (ଶୁଭମ ପାଣି )ଢେଙ୍କାନାଳ ମୀନା ବଜାର ସ୍ଥିତ ଜାମା ମସଜିଦ ରେ ଇଦ୍-ଉଲ୍-ଫିତର୍ ବହୁ ଆଡମ୍ବର ସହକାରେ ପାଳନ ହୋଇଯାଇଅଛି। ଦୀର୍ଘ ଏକ ମାସ ରୁ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ ମାନେ ରମଜାନ ମାସରେ ଉପବାସ( ରୋଜା) ପାଳନ…

କଣ୍ଟାମାଳ ବିଜେଡିର ଘୋଷିତ ବିଧାୟକ ପ୍ରାର୍ଥୀ ଏବଂ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ରୋଡ ଶୋ

(ମା’ ମାହେଶ୍ଵରୀଙ୍କ ଦର୍ଶନରୁ ଆରମ୍ଭ ଓ ମା’ ସମଲେଶ୍ଵରୀଙ୍କ ଦର୍ଶନରେ ଶେଷ ) ବୌଦ୍ଧ(ଚିତ୍ତରଞ୍ଜନସିଂ)ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡ଼ିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ୱରରୁ ଫେରିବା ସମୟରେ ବୁଧବାର ଉଭୟଙ୍କୁ…

ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତ ଅଞ୍ଚଳ ଆଦିମ ଅଧିବାସୀ

(ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଣୀସାହି ରେ ପହଞ୍ଚି ପାରିନି ସରକାରୀ ଯୋଜନା) ହରଭଙ୍ଗା : (ଚିତ୍ତରଞ୍ଜନସିଂ)ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଣୀସାହି ରେ ପହଞ୍ଚି ପାରିନି ସରକାରୀ ଯୋଜନା । ସତେ ଯେମିତି ସରକାର ଙ୍କ ସାବତ…

ରଣପୁର ଆସନରେ ଏଥର ନୂଆ ଚେହେରା ସୁଧୀର ଦାଶ

ଭୁବନେଶ୍ୱର: ତା ୦୮.୦୪ (କିଶୋର ଦ୍ବିବେଦୀ )ଯୁବ ସମାଜସେବୀ ଏବଂ ପ୍ରତିଭାବାନ ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ରଣପୁର ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମର ମୂଳବାସିନ୍ଦା ଶ୍ରୀ ଦାଶ, ରଣପୁର ଆସନରୁ…

ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗରେ ଧର୍ମଗଡ ବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ 

ଧର୍ମଗଡ଼:୧୦/୪/୨୪ ( ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର MCH ସମ୍ମୁଖରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ମୁକୁଳା ଡ୍ରେନ ରେ ଢାଙ୍କୁଣି ଦାବିକରି ଆଜି ଧର୍ମଗଡବାସୀ ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧର୍ମଗଡ…

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ

( ସଞ୍ଜମ ପୂର୍ଣ୍ଣ ଜୀବନଶୈଳୀ ଦ୍ୱାରା ଏଡ଼ସ ନିରାକରଣ ସମ୍ଭବ ) ଧର୍ମଗଡ଼, ତା ୧୦.୪.୨୦୨୪: (ହେମନ୍ତ କୁମାର ମାଝୀ)ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ…

ଘଡ଼ିଆଳ କୁମ୍ଭୀର ସୁରକ୍ଷା ପାଇଁ ମହାନଦୀରେ ଗବେଷଣା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାରେ ଓଡିଶା ର ସର୍ବ ବୃହତ ଦୀର୍ଘତମ ନଦୀ ମହାନଦୀ ଦୀର୍ଘ ପ୍ରାୟ 110 କିଲୋମିଟର ପ୍ରବାହିତ ହେଉଥିବା ବେଳେ ଜଳଚର ପ୍ରାଣୀ ଅସୁରକ୍ଷିତ ରହୁଛନ୍ତି l ବିଶେସକରି ମାଛ ମାରିବା ପାଇଁ ଅବାଧ୍ୟ ଦିନମାଇଣ୍ଟ…