ଶ୍ରୀରାମ ନବମୀ, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ମୁନିଗୁଡା : (ରମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମ ନବମୀ ଧୁମ ଧାମରେ ପାଳନ ହେଉଥିବା ବେଳେ ମୁନିଗୁଡା, ଅମ୍ବାଦଳା ସହରରେ ଧୁମ୍ ଧାମରେ ଶ୍ରୀରାମ ନବମୀ ଉତ୍ସବ ପାଳନ ହୋଇଯାଇଛି। ଆଜି ଅମ୍ବାଦଳା ବିଜେପି ପକ୍ଷରୁ ବରିଷ୍ଠ…

ବିଜେଡ଼ି ଛାଡିଲେ ବେଲଗୁଣ୍ଠା ଏନଏସି ଉପାଧ୍ୟକ୍ଷା ଓ ସମର୍ଥକ

ବେଲଗୁଣ୍ଠା: ( ସୁଶାନ୍ତ କୁମାର ବେହେରା )ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୀତିକ ଉଷ୍ଣତା ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷିରେ ସୋରଡା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଟି ବବିତା…

ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ, ସହର ପରିକ୍ରମା କଲା ବିଶାଳ ବାଇକ ରାଲି

ବୌଦ୍ଧ (ଚିତ୍ତରଞ୍ଜନ ସିଂ)ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଝଡର ଇଗଲ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସ୍ମରଣ କରିଛି ସାରା ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ମହାନ ଜନ ନାୟକଙ୍କୁ ସ୍ମରଣ କରାଯିବା…

ଶାନ୍ତି ପୂର୍ଣ୍ଣ ଓ ଭୟ ମୁକ୍ତ ନିର୍ବାଚନ ପାଇଁ ଉମେରକୋଟ ପୋଲିସ ଓ CRPF ମିଳିତ ଫ୍ଲାଗ ମାର୍ଚ୍ଚ

ଉମରକୋଟ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଉମେରକୋଟ ନିର୍ବାଚନୀ ରେ ଶାନ୍ତିପୂର୍ଣ୍ଣ ଭାବେ ଆସନ୍ତା ବିଧାନ ସଭା ଓ ଲୋକ ସଭା ନିର୍ବାଚନ ଆୟୋଜନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ…

ଆନ୍ଧ୍ରରେ ଦାଦନ ଶ୍ରମିକକୁ ନିର୍ଯାତନା

ନବରଙ୍ଗପୁର; (ବେଣୁ ଗୋପାଳ ରାଓ)ଆନ୍ଧ୍ରରେ ନିର୍ଯ୍ୟାତନା ପାଉଥିବା ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରଦ୍ଧାର ହୋଇଥିବା ୨୦ ଜଣ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ଝରିଗାଁ, ୨ଜଣ ଚନ୍ଦାହାଣ୍ଡି, ୩ ଜଣ ତେନ୍ତୁ ଗୁଳି ଓ ଜଣେ କୋରାପୁଟ ଜିଲା…

ସୀମାନ୍ତ ବିଷୁବ ସାହିତ୍ୟ ଆସର

ନବରଙ୍ଗପୁର ୧୪ /୦୪ ( ବେଣୁ ଗୋପାଳ ରାଓ)ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ସୀମାନ୍ତ ପରିବାର, ନବରଙ୍ଗପୁର ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି… ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ କ୍ରାନ୍ତିକାରୀ ଭୁଦାନ ଆନ୍ଦୋଳନର…

ଗୋଟିଏ ଛକ ରେ ବସ୍ ଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କୁ ନେଇ ଜନ ଅସନ୍ତୋଷ

(ସନ୍ଦେହ ରେ ବିଭାଗୀୟ ଯନ୍ତ୍ରୀ ଙ୍କ କାର୍ଯ୍ୟ ) କେସିଙ୍ଗା ; (ପ୍ରୀତେଶ ପଟେଲ)ନିର୍ବାଚନ ଆସିଲେ ରାଜ୍ୟ ୨୫ ବର୍ଷ ର ସରକାର ନୂଆ ନୂଆ ଯୋଜନା ନେଇ ଲୋକଙ୍କ ପାଖକୁ ଯାଇଥାନ୍ତି ।ଆଗରୁ ବିଜୁ ଯୁବ ବାହିନୀ ,ପିଠା ଓ…

ହରଭଙ୍ଗା ବ୍ଲକ ରେ ମେରୁ ଯାତ୍ରା ପାଳିତ ,ବହୁ ଭକ୍ତଙ୍କ ସମାଗମ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ଆଜି ହେଉଛି ମହା ବିଷୁବ ସଂକ୍ରାତି ବା ପଣା ସଂକ୍ରାତି l ଏହି ଦିନ ହିନ୍ଦୁ ଶାସ୍ତ୍ର ପାଞ୍ଜି ଅନୁଯାଇ ନୂତନ ବର୍ଷ ର ଶୁଭାରମ୍ଭ ହୋଇଥିବା ବେଳେ ବିଷୁବ ସଂକ୍ରାତି ପାଇଁ ଗାଁ ଗଣ୍ଡା ଉତ୍ସବ ମୁଖର…

ପ୍ରଭାବତୀ ପବ୍ଲିକ ସ୍କୁଲରେ ଏକ ଦିବସୀୟ ଶିକ୍ଷକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ଟିଟିଲାଗଡ – (ସଞ୍ଜୟ କୁମାର ନାୟକ)ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ନୂତନ ନୂତନ ପାଠ୍ୟକ୍ରମ ଯୋଡି ହେଉଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ସେହି ପାଠ୍ୟକ୍ରମକୁ ନୂତନ ଢଙ୍ଗରେ ପଢେଇ ହେବ ସେ ଦିଗରେ ଏକ ସୁନ୍ଦର ପଦକ୍ଷେପ ସ୍ଥାନୀୟ…

ବ୍ରିଜ୍ ତଳକୁ ବସ୍ ଖସି ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୩ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ବର : ଓଡିଶାରୁ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଓଭରବ୍ରିଜରୁ ଖସିଲା ଯାତ୍ରୀବାହୀ ବସ୍ । ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଜାତୀୟ ରାଜପଥ ୧୬ର କୁଆଖିଆ ଛକ ନିକଟ ବାରବାଟୀ ରେ ଓଭରବ୍ରିଜରୁ ତଳକୁ ଖସିପଡିଥିଲା…