ଭାଜପା ର ମିଶ୍ରଣ ପର୍ବ,ବିଷ୍ଣୁ ଭାଈ ଙ୍କ ସମେତ ବିଜେପି ରେ ସାମିଲ ହେଲେ ବିଜେଡ଼ି ଓ କଂଗ୍ରେସ କର୍ମୀ

ଧର୍ମଗଡ:୨୦/୪( ହେମନ୍ତ କୁମାର ମାଝୀ) ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ଅନେକ ବିଜେଡ଼ି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି…

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆମ ଆଦମୀ ପାର୍ଟିରୁ ନିର୍ବାଚନ ଲଢ଼ିବେ ଶାଶ୍ଵତୀ ମିଶ୍ର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ର ପ୍ରାର୍ଥୀ ଘୋଷଣା ହୋଇସାରିବା ପରେ ଚତୁର୍ଥ ଦଳ ଭାବେ ଆମ ଆଦମୀ ପାର୍ଟି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଜଣକ ହେଉଛନ୍ତି ପୁରୁଣାକଟକ ର ଏକ…

ରେଙ୍ଗାଲିରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଜନସମ୍ପର୍କ ଅଭିଯାନ

ସମ୍ବଲପୁର : ୧୯/୦୪(ରମାକାନ୍ତ ବିଶ୍ୱାଳ)ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ବିଜେଡ଼ି ରାଜ୍ୟ ସାଂଗଠାନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରଥମେ ରେଙ୍ଗାଲି ନିର୍ବାଚନ…

କାଶୀପୁର ରେ ବିଜେଡି ଦଳର ବିଶାଳ କର୍ମୀ ସମ୍ବିଳନୀ

କାଶୀପୁର ; (ଅଞ୍ଜନ କୁମାର ନାଏକ)ଅନେକ ବାଦ ବିବାଦ ର ଅନ୍ତ ଘଟିଲା ପରି ଏକମଞ୍ଚରେ ସମସ୍ତ ବିଜେଡି ନେତା।ରାୟଗଡା ବିଧାନସଭା ଆସନକୁ ନେଇଁ କାଶୀପୁର ଠାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏକ ବିଶାଳ କର୍ମୀ ସମ୍ବିଳନୀ ର ଆୟୋଜନ…

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଦୁଇ ନୂଆ ଚେହେରା ଓ ଗୋଟିଏ ପୁରୁଣା 

ଧର୍ମଗଡ଼ ୧୯/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା  ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଏଵେ ଚର୍ଚ୍ଚା ପରିସରକୁ ଆସିଛି। ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଦେଇଥିବା ଵେଳେ କେନ୍ଦ୍ର ରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି…

ଭିଜିଲାନ୍ସ ଜାଲ ରେ ବି ଇ ଓ ଅଫିସର କିରାଣୀ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରଙ୍ଗେ ହାତ ଧରିଲା ବୌଦ୍ଧ ଭିଜିଲାନ୍ସ…

ଯାଜପୁରରେ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କ ପ୍ରତି ସମର୍ଥନ ଓ ସମବେଦନା

ଭୁବନେଶ୍ୱର :୧୯/୦୪ ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟିର ଲୋକସଭା ପାର୍ଥୀ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କର ସପକ୍ଷରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ସମର୍ଥନ ଏବଂ ବ୍ୟାପକ ସମବେଦନା ପ୍ରକାଶ ପାଉଥିବାର ଲକ୍ଷ୍ୟ କରାଯାଉଛି। ଯୁବ, ଶିକ୍ଷିତ, ମହିଳା,…

‘ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ

ଭୁବନେଶ୍ବର :  (ସଞ୍ଜୟ ମହାନ୍ତି )ସମ୍ବଲପୁର ଲୋକସଭା ଆସନର ଦୁଇ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ପରସ୍ପର ପ୍ରତି ଆରୋପ ଓ ପ୍ରତ୍ୟାରୋପ କରୁଥିବା…

ଧୁମଧାମରେ ପାଳିତ ହେଲା ରାମ ନବମୀ ମହୋତ୍ସବ

କେସିଙ୍ଗା:  (ପ୍ରୀତେଶ ପଟେଲ) ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ରାମ ଭକ୍ତ କି ଟୋଲି ଓ ଅନ୍ୟାନ୍ୟ ରାମ ଭକ୍ତ ସଂଗଠନ ପକ୍ଷରୁ ମହା ଆଡମ୍ବରରେ ରାମନବମୀ ପାଳିତ ହୋଇ ଯାଇଛି।ରାମ ନବମୀ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ

ନବରଙ୍ଗପୁର : (ବେଣୂ ଗୋପାଳ ରାଓ )ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ଅବସରରେ ସହରର ମାଝିଗୁଡା ଛକ ସ୍ଥିତ ୰ବିଜୁ ପଟ୍ଟନାୟକଙ୍କ ପୂର୍ତ୍ତିମୂତିରେ ମାଲ୍ଯାର୍ପଣ କାର୍ଯ୍ୟକ୍ରମ ରେ ସାଂସଦ ପାର୍ଥି ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ…