ନବରଙ୍ଗପୁର : (ବେଣୂ ଗୋପାଳ ରାଓ )ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ଅବସରରେ ସହରର ମାଝିଗୁଡା ଛକ ସ୍ଥିତ ୰ବିଜୁ ପଟ୍ଟନାୟକଙ୍କ ପୂର୍ତ୍ତିମୂତିରେ ମାଲ୍ଯାର୍ପଣ କାର୍ଯ୍ୟକ୍ରମ ରେ ସାଂସଦ ପାର୍ଥି ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ନବରଙ୍ଗପୁର ବିଧାୟକ ପ୍ରାର୍ଥୀନୀ କୌଶଲ୍ୟା ପ୍ରଧାନୀ ଜିଲ୍ଲା ପଯ୍ୟବେକ୍ଷକ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପୌରପରିଷଦ ର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର, ନଗର ସଭାପତି ପ୍ରମୋଦ ରଥ ,ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ, ଅବିଭକ୍ତ କୋରାପୁଟ ଜିଲା ଯୁବ ଜୋନ୍ ସଭାପତି ତାପସ ତ୍ରିପାଠୀ, ଛାତ୍ର ରାଜ୍ୟ କାର୍ଯକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ସାଧାରଣ ସମ୍ପାଦକ ଆଶିଷ ପଟ୍ଟନାୟକ, ସଂପାଦକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଭୀମ ହରିଜନ, ସରୋଜ ପାତ୍ର ,ଉତ୍ତମ ତ୍ରିପାଠୀ, ସୁମିତ ପୁଜାରୀ, ବାବୁଲି ମିଶ୍ର, ଲକି ଭତ୍ରା, ସୁନିଲ ସାହୁ, ଦୟା ବିଷୟୀ,ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର,କୁନା ପାଢି, ବେଦବ୍ୟାସ ଭତ୍ରା, କୁନା ପଣ୍ଡା, ଲାଲୁ ତ୍ରିପାଠୀ,ସୁମିତ ପାଳ, ସୂର୍ଯ୍ୟକାନ୍ତ ଲେଙ୍କା, ବରିଷ୍ଠ କର୍ମକର୍ତ୍ତାଙ୍କ ସହ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ ।

ଏହା ପରେ ମୋଟରସାଇକେଲ ରାଲି ବାହାରି ସହର ପରିକ୍ରମା ସହ ଏହି ରାଲି ସାଇ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ସଭା କାର୍ଯକ୍ରମରେ ଯୋଗଦେଇ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ନବରଙ୍ଗପୁର ବିଧାୟକ ପ୍ରାଥିନୀ କୌଶଲ୍ୟା ପ୍ରଧାନୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶୃତିଚାରଣ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ବିଜୁପ୍ରେମୀ ଉପସ୍ଥିତ ଥିଲେ ।