କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି ବ୍ୟୁରୋ: ୧୩/୦୯(ନରେନ୍ଦ୍ର ନେଗୀ)ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ମଧ୍ୟ…

ଶିକ୍ଷକଙ୍କ ପାଇଁ ସ୍କୁଲରେ ପଡିଲା ତାଲା

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ପରିଚାଳନା କମିଟି, ଅଭିଭାବକ ମାନେ ବଦ୍ୟାଳୟ ରେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲା…

ବେଆଇନ ଭାବେ ମହାନଦୀ ପାଣି ଭିତରୁ ଉଠୁଛି ବାଲି

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ମହାନଦୀ ସୁରୁଣ୍ଡି ବାଲି ଘାଟରୁ ପାଣି ଭିତରୁ ଅଭିନବ ଭାବରେ ବେଆଇନ ବାଲି ଉଠାଉଥିବା ଭଳି ଚିତ୍ର ସାମ୍ନା କୁ ଆସିଛି l ସୂଚନା ମତେ ଉକ୍ତ ବାଲି…

୧୬ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଜଗନ୍ନାଥ ସେବା ସମିତିର ଗଣଧାରଣା

ପ୍ରବଳ ବର୍ଷା ସତ୍ତ୍ୱେ ସମର୍ଥନରେ ବସିଲେ ୧୦୪ ବର୍ଷୀୟା ବୃଦ୍ଧା ମା ଚାମେଲି ଦେବୀ…. ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଆଜି ୧୬ ତମ ଦିବସରେ ୧୦୪ ବର୍ଷୀୟା ଚମେଲି ଦେବୀ ଗଣ ଧାରଣାରେ ବସି ଧର୍ମଗଡ ଜିଲ୍ଲା ଦାବୀ କରିବା ସବୁଠାରୁ…

ପାଣି ସୁବିଧା ନପାଇ କାଦୁଅ ପାଣିରେ ଦୈନଦିନ ଜୀବନ ବିତାଉଛନ୍ତି ଲୋକ

ବିଷମକଟକ:(ରମାକାନ୍ତ ପଡ଼ାଲ)ନିର୍ବାଚନ ପାଖେଇ ଆସିଲେ ମନେ ପଡୁଛି ବିଭିନ୍ନ ଦଳ ର ନେତା ଦେଉଛନ୍ତି ମିଥ୍ୟା ପ୍ରତିଶୃତି ବିକାଶର ଦ୍ୱାହି ଦେଇ ଭୋଟ ମାଗୁଥିବା ନେତାଗଣ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଯୋଜନାର ସଫଳ ରୂପାୟନ କଥା କହୁଥିବା ସରକାର ଥରେ…

ହରଭଙ୍ଗା : ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକ ସଂଘ ର ଗଣଧାରଣା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ତଥା ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଚତୁର୍ଥ ଦିନରେ ଗଣଧାରଣା…

କୁସାସୀଙ୍ଗା ବିଜୁ ସେତୁ ସଂଯୋଗ ରାସ୍ତା ଶୋଚନୀୟ

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) (ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ହରଭଙ୍ଗା ଠାରୁ କୁସାସିଙ୍ଗା, କୁ ଯାଇଥିବା ରାସ୍ତା ବା ବିଜୁ ସେତୁ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଦେଖିବକୁ ମିଳୁଛି। ଏହି ରାସ୍ତା ଦେଇ ଦୈନନ୍ଦିନ ଅଞ୍ଚଳର ଜନସାଧାରଣ, ବ୍ୟାଙ୍କ୍,…

ଟିଟିଲାଗଡ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା।

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଟିଟିଲାଗଡ ପକ୍ଷରୁ ତିନୋଟି ଦାବି ନେଇ ଗଣଧାରଣା ଦିଆଯାଇଛି।ତିନୋଟି ଦାବି…

ରାସ୍ତା ର ଉଭୟ ପାଶ୍ୱର୍ରେ ପିଚୁ କାମ ଉପରେ କ୍ରସର ଗୁଣ୍ଡ

ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ ରାଜ୍ୟ ସରକାର ଲୋକ ଙ୍କ ଯାତାୟାତ ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଠିକାଦାର ଓ ଯନ୍ତ୍ରି ନିର୍ବାହୀ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା…

୧୫ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଗଣଧାରଣା,ସମର୍ଥନରେ ବସିଲେ ସ୍ଵୟଂ ସହାୟକ ଗୋଷ୍ଠୀ

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)”ଜିଲ୍ଲା ନାହିଁ ତ ଭୋଟ ନାହିଁ” ସ୍ଲୋଗାନ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୧୫ ତମ ଦିବସରେ ଗର୍ଜିଲେ ମାଆ ମାନେ।ଆଜି ଧର୍ମଗଡ,କୋକସରା ଓ ଜୟ ପାଟଣା ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀ…