ବିଷମକଟକ:(ରମାକାନ୍ତ ପଡ଼ାଲ)ନିର୍ବାଚନ ପାଖେଇ ଆସିଲେ ମନେ ପଡୁଛି ବିଭିନ୍ନ ଦଳ ର ନେତା ଦେଉଛନ୍ତି ମିଥ୍ୟା ପ୍ରତିଶୃତି ବିକାଶର ଦ୍ୱାହି ଦେଇ ଭୋଟ ମାଗୁଥିବା ନେତାଗଣ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଯୋଜନାର ସଫଳ ରୂପାୟନ କଥା କହୁଥିବା ସରକାର ଥରେ ଗ୍ରାମାଞ୍ଚଳ ମାନଙ୍କୁ ଯାଇ ସ୍ଥିତି ପରଖନ୍ତୁ ତେବେ ଯାଇ ଜାଣିବେ ଗ୍ରାମାଞ୍ଚଳ ମାନଙ୍କରେ କିପରି ଲୋକେ ଦୂରଦିନରେ ଜୀବନ ଯାପନ କରୁଛନ୍ତି | ନେତା ମାନଙ୍କ ଇଛା ଶକ୍ତି ଅଭାବ କୋଉ ମୁହଁରେ ବିକାଶ କହି ଭୋଟ ମାଗିବାକୁ ଗାଁ କୁ ଯାଉଛନ୍ତି।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ମଲିଝରଣ ଗ୍ରାମ ହେଉଛି ଏକ ରାଜା ରାଜୁଡାଅମଳର  ଗାଁ  କିନ୍ତୁ ନବୀନ ବାବୁ କହୁଛନ୍ତି ଗାଁ କୁ କାମ ଆଉ ମାଆଙ୍କୁ ସନମାନ ଏହି ଦୃଶ୍ୟ ରେ ଆପଣ ମାନେ ଦେଖିପାରୁଥିବେ କେତେ ମା ଙ୍କୁ ସମ୍ମାନ ଆଉ ଯେଉଁ ଘରେ ଘରେ ଆଉ ବସୁଧା ପାଣି ର ସୁବିଧା ନ କହିଲେ ଭଲ |ବର୍ଷ ତମାମ କାଦୁଅ ପାଣି ପିଇ ଜୀବନ କାଟୁଛନ୍ତି ଗ୍ରାମବାସୀ ଗତ ବର୍ଷ ହଇଜା ରେ ଏହି କାଦୁଅ ପାଣି ପିଇକି ମଣିଷ ର ଜୀବନ ଯାଇଥିଲା କିନ୍ତୁ ପ୍ରଶାସନ ଏଇଟି ନୀରବତା ସାଜିଛନ୍ତି ଆଉ କେତେ କାଦୁଅ ପାଣି ପିଇକି ଜୀବନ ଗଲେ ସରକାର ନିଦରୁ ଉଠିବେ |

ଗାଁ ରେ ଅଛି ବସୁଧା ପାଣି ଟାଙ୍କି କିନ୍ତୁ ପାଣି ଶୂନ ଏଇଟି ବୁଦ୍ଧିଯିବି ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ବସୁଧା ଯୋଜନା ର ନା କୁ ମାତ୍ର ଟାଙ୍କି କରିକି କଂଟ୍ରାକଟର କୁ ପଇସା ଦେବା ପାଇଁ ନା ଗାଁ ର ଲୋକଙ୍କ ପାଇଁ ପାଣିର ସୁବିଧା ପାଇଁ କିନ୍ତୁ ଏଇଟି ଟାଙ୍କି କରିକି ଫୋଟ କାଡିକି ସରକାର ଘରେ ଘରେ ପାଣି ଏଇଟା ହେଉଛି ବସୁଧା ଯୋଜନା ବୋଲି ବାଃ ବାଃ ଦେଖାଇହେଉଛି, ଗ୍ରାମ ବାସୀ ପ୍ରକାଶ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ ମାଙ୍କୁ ସନମାନ ଦେଉଥିବା ବେଳେ ଏହି ମଲିଝରଣ ଗ୍ରାମ ର ମହିଳା ଙ୍କ ଦୁଃଖ ସତରେ ବୁଝିପାରୁନାହାନ୍ତି ନା ଜାଣିକି ବି ଅଜଣା ହେଉଛନ୍ତି, ଯଦି ଖବର ପ୍ରକାଶିତ ହେଲା ପରେ ଯଥାଶୀଘ୍ର ଶୁଦ୍ଧପାଣି ର ଵେବସ୍ତା ନ କରନ୍ତି ଆଗକୁ ଥିବା ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ କହିଛନ୍ତି