କେନ୍ଦ୍ରାପଡା କଜଳା କଂଗ୍ରେସ ଭବନରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡା : କଜଳା କଂଗ୍ରେସ ଭବନ ଠାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଆଗକୁ ୨୦୨୪ରେ ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀ ରେ ସମ୍ମାନୀୟ ଅତିଥି ମାନନୀୟ ଯୋଗଦେଇଥିଲେ।କେନ୍ଦ୍ରାପଡା ଜିଲ୍ଲା ର କଂଗ୍ରେସ ର ସଭାପତି ଲୋକନାଥ ମହାରଥି, କେନ୍ଦ୍ରାପଡା…