ତିନିଗୋଟି ପଞ୍ଚାୟତ ଭତ୍ତାଧାରୀଙ୍କ ଜନସମାବେଶ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ) ହରଭଙ୍ଗା ବ୍ଳକ ର ଶାମ୍ପୂଚ, ବୀରନରସିଂହପୁର, ରାମଗଡ଼ ଇତ୍ୟାଦି ତିନି ଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଏବଂ ବିଧବା ଭତାଧାରୀ ମାନଙ୍କୁ ନେଇ ଶାମ୍ପୂଚ କମ୍ୟୁନିଟି ସେଣ୍ଟର ରେ…