ନରସିଂହ ଚୌଧୁରୀ ମହାବିଦ୍ୟାଳୟର +୨ ବିଜ୍ଞାନ ୮୬-୮୮ ଛାତ୍ର/ଛାତ୍ରୀମାନଙ୍କର ବନ୍ଧୁ ମିଳନ

ଭୁବନେଶ୍ବର ; ୧୧/୦୫ (ବ୍ୟୁରୋ )ନରସିଂହ ଚୌଧୁରୀ ମହାବିଦ୍ୟାଳୟ, ଯାଜପୁରର +୨ ବିଜ୍ଞାନ ବିଭାଗର ୧୯୮୬–୮୮ ମସିହା ପୁରାତନ ଛାତ୍ର/ଛାତ୍ରୀମାନଙ୍କର ବନ୍ଧୁ ମିଳନ ଉତ୍ସବ ଭୁବନେଶ୍ଵର ନାଲକୋ ଛକ ନିକଟସ୍ଥ ହୋଟେଲ ସୁରୀୟାଂଶ  ପରିସରରେଗତ ମଇ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା।…

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ପାଳନ ହେଲା ନୃସିଂହ ଚତୁର୍ଦ୍ଦଶୀ

ପୁରୀ :୧୧/୫(ମନୋଜ କୁମାର ବଳୀୟାରସିଂ) ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ ନୃସିଂହ ଚତୁର୍ଦ୍ଦଶୀ ।ଏହି ଅବସରରେ ପୁରୀ ସହର ର ମାଟିଆ ପଡ଼ା ନୃସିଂହ ମନ୍ଦିର ହେଉ ଅବା ବିଭିନ୍ନ ଜାଗା ଘର ନୃସିଂହ ମନ୍ଦିର…

ଦଇତାପତି ସେବକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ

– ତିରିଶ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିର ପ୍ରବେଶ ମନା – ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା ଦର୍ଶାଇ କାର୍ଯ୍ଯାନୁଷ୍ଠାନ ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ପୁରୀ ୧୧/୦୫ (ମନୋଜ କୁମାର ବଳିୟାରସିଂ)ବରିଷ୍ଠ ଦଇତାପତି ସେବକ,…

ପୁରୀ ପୋଲିସ ଦ୍ୱାରା ପୁରୀ ବିଚ୍‌ରେ ଲାଇଫଗାର୍ଡ ବ୍ରିଫିଙ୍ଗ ଅନୁଷ୍ଠିତ

ପୁରୀ ; (ମନୋଜ କୁମାର ବଳିୟାରସିଂ)ପର୍ଯ୍ୟଟକ ଓ ଦର୍ଶନାର୍ଥୀଙ୍କ ସୁରକ୍ଷା ନିମିତ୍ତେ ବ୍ୟବସ୍ଥାଗତ ସୁଧାର ଓ ଲାଇଫଗାର୍ଡମାନଙ୍କ ସହ ବ୍ୟବହାରିକ ସମନ୍ୱୟ ବଢ଼ାଇବା ଉଦ୍ଦେଶ୍ୟରେ ଏସ୍‌ପି,ପୁରୀ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଆଜି ପୁରୀ ବିଚ୍‌ରେ ବ୍ରିଫିଙ୍ଗ ଅନୁଷ୍ଠିତ ହୋଇଛି।ଏଥିରେ ପୋଲିସ…