ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଲାଗିଲା ନବାନ୍ନ, ଶତାଧିକ ଭକ୍ତଙ୍କ ସାମୁହିକ ନବାନ୍ନ ଗ୍ରହଣ

ବୌଦ୍ଧ:୨୦/୦୯ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ବୁଧବାର ସକାଳ ୮.୧୫ ସମୟରେ ନବାନ୍ନ ଲାଗି କରାଯାଇଛି l ଏହି ଅବସରରେ ଏକ ସାଙ୍ଗରେ ଶତାଧିକ ଭକ୍ତ ନବାନ୍ନ ଭୋଗ ଗ୍ରହଣ କରିଛନ୍ତି l ପଶ୍ଚିମ ଓଡିଶାର…

ସଂସ୍କୃତି ଓ କଳା ପରିଷଦ ଆନୁକୂଲ୍ୟରେ ରେ ଆଲୋଚନା ଚକ୍ର

ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଓ ଆଠମଲ୍ଲିକ ଭାଗବତ ପ୍ରେମୀ କଳାକାର ମାନଙ୍କୁ ନେଇ ଆଜି ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ସଂକୃତି ଓ କଳା ପରିଷଦ ବୌଦ୍ଧ -ଆଠମଲ୍ଲିକ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗ୍ରାମ ଦେବା ଦେବୀଙ୍କ ପାଖରେ ଲାଗିହେଲା ନୁଆଁ

ହରଭଙ୍ଗା :୨୦/୦୯ (ଚିତ୍ତରଞ୍ଜନ ସିଂହ)କୃଷି ଭିତ୍ତିକ ଗଣ ପର୍ବ ପଶ୍ଚିମ ଓଡିଶା ନୁଆଁଖାଇ ପର୍ବ ଆଜି ପଶ୍ଚିମ ଓଡ଼ିଶାରେ ମହା ଧୂମଧାମ ରେ ପାଳିତ ହେଉଛି!ପ୍ରଥମ ନୁଆଁ ଧାନ କୁ ଆଣି ଇଷ୍ଟ ଦେବି ଙ୍କ ପାଖରେ ଲାଗିହେଲା ପରେ ଘରେ…

ଗଣେଶ ପୂଜା ବସି ଭୋଗ ଖାଇ ୫୦ ରୁ ଉର୍ଦ୍ଧ ଗୁରୁତର

ବୌଦ୍ଧ:୨୦/୦୯ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜିଏକ ଦୁଖଃଦ ଘଟଣା ଘଟିଯାଇଛି!ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦ ରେ ପାଳିତ ହେଉଥିବା ବେଳେ ଅନ୍ୟ…

କୋଇଲିସୂତା ଗ୍ରାମରେ ୩୫ ତମ ଦୁର୍ଗାପୂଜା ଶୁଭଖମ୍ବ ସ୍ଥାପନ

ହରଭଙ୍ଗା :୨୦/୦୯ (ଶାଚିତ୍ତରଞ୍ଜନ ସିଂହ)ରଦୀୟ ଦୁର୍ଗା ପୂଜା ପାଇଁ ଏବେଠୁ ଚଳ ଚଞ୍ଚଳ ହେଲାନି ବିଭିନ୍ନ ପୂଜା ମଣ୍ଡପ!ମା ଦୁର୍ଗତିନାଶିନୀ ଦୁର୍ଗା ଙ୍କ ପୂଜା ପାଇଁ ହରଭଙ୍ଗା ବ୍ଲକ କୋଇଲିସୂତା ଗ୍ରାମରେ ଗ୍ରାମବାସୀ ଙ୍କ ସହଯୋଗ କ୍ରମେ ଚଳିତ ବର୍ଷ ୩୪…

ନାବାଳିକାକୁ ଖରାପ ବ୍ୟବହାର ଅଭିଯୋଗରେ ଯୁବକ କୋଟ ଚାଲାଣ

ଭବାନୀପାଟଣା:୧୯/୦୯ (ନରେନ୍ଦ୍ର ନେଗୀ)ଜନୈକା ନାବାଳିକାକୁ ଖରାପ ବ୍ୟବହାର ଅଭିଯୋଗରେ ମଙ୍ଗଳବାର କଲମପୁର ପୋଲିସ ଜଣେ ଯୁବକକୁ ପୋକସୋ କୋଟ ଚାଲାଣ କରିଛି lସୂଚନାନୁଯାୟୀ, ସୋମବାର କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିଲେ l ପରିବାର ଲୋକେ ବାହାରକୁ…

ଦାସିଗାଁ ନିକଟରେ ଟ୍ରକ ଅଟୋ ମୁହାଁମୁହିଁ ଧକ୍କା,ତିନି ମୃତ ଛଅ ଗୁରୁତର

ଭବାନୀପାଟଣା:୧୯/୦୯ (ନରେନ୍ଦ୍ର ନେଗୀ)ମଙ୍ଗଳବାର ସକାଳେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଛଅ ଜଣ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି lସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଥୁଆମୂଳ…

ଯୋଜନାବଦ୍ଧ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ,ଜାଲ ସାଲାରୀ ସ୍ଲିପ ଦାଖଲ କରି କରୁଥିଲେ ଋଣ

ଭୁବନେଶ୍ୱର : ସମ୍ବାଦ ଋଣ ଠକେଇ ମାମଲାରେ ବଢୁଛି ଅଭିଯୋଗର ଫର୍ଦ୍ଦ । ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆଜି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ…

ଶିକ୍ଷକ ସଂଘ ଦୁଇଫାଳ ; ବହୁ ବିଦ୍ୟାଳୟରେ ପୂଜା ପାଇଲେନି ଗଜାନନ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସରକାର ଏବଂ ଶିକ୍ଷକଙ୍କ ଜିଦ୍ ମଝିରେ ଆଜି ବଳି ପଡ଼ିଛି ଛାତ୍ରଛାତ୍ରୀଙ୍କ ଖୁସି I ଉପଯୁକ୍ତ ସୂଚନା ଅଭାବରୁ ଆଜି ବେଲଗୁଣ୍ଠା ବ୍ଳକ୍ ର ବହୁ ବିଦ୍ୟାଳୟରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇପାରିନାହିଁ I ସୂଚନା ପ୍ରକାରେ…