ଶିକ୍ଷକ ସଂଘ ଦୁଇଫାଳ ; ବହୁ ବିଦ୍ୟାଳୟରେ ପୂଜା ପାଇଲେନି ଗଜାନନ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସରକାର ଏବଂ ଶିକ୍ଷକଙ୍କ ଜିଦ୍ ମଝିରେ ଆଜି ବଳି ପଡ଼ିଛି ଛାତ୍ରଛାତ୍ରୀଙ୍କ ଖୁସି I ଉପଯୁକ୍ତ ସୂଚନା ଅଭାବରୁ ଆଜି ବେଲଗୁଣ୍ଠା ବ୍ଳକ୍ ର ବହୁ ବିଦ୍ୟାଳୟରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇପାରିନାହିଁ I ସୂଚନା ପ୍ରକାରେ…

ପ୍ରଧାନମନ୍ତ୍ରୀଙ୍କୁ ଆପତ୍ତି ଜନକ ବ୍ୟବହାର ବିରୁଦ୍ଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ବୌଦ୍ଧ ଆଦର୍ଶ ଥାନା ରେ ଏଫ୍. ଆଇ. ଆର .

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ବୌଦ୍ଧ ଆଦର୍ଶ ଥାନା କୁ ଯାଇ ଏକ ଏଫ୍. ଆଇ. ଆର, ପ୍ରିତୁଶ ମହାନନ୍ଦିଆ ଙ୍କ ବିରୋଧରେ ଦାଖଲ କରାଯାଇଥିଲା ।…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ଯ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠାର ରେଡ଼ି ସାହି,ଗୋଲା ସାହି ବାଲିଡି ସାହି,ଗୋପୀନାଥ ସାହି,ଆଳିଆ ସାହି,ଶୁଣ୍ଢୀ ସାହି,ଖାଦାଳ ସାହି,କୁମୁଟି ପେଣ୍ଠ…

୨୩ ଦିନରେ ପହଞ୍ଚିଲା ଧର୍ମଗତ କୁ ଜିଲ୍ଲା ଦାବି ଗଣଧାରଣା

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ସମର୍ଥନ ରେ ବସି ଲେ ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ପକ୍ଷରୁ ଧର୍ମଗତ ଜିଲ୍ଲା ଗଠନ ଆଜି ଦିନ ରେ ୨୩ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଧର୍ମଗତ ଉପଜିଲ୍ଲାପାଳ…