କ୍ରାଇମବ୍ରାଞ୍ଚ STF କବଜାରେ ନିଶା ବେପାରୀ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମରେ ରେଡ଼  l  ୨ କେଜି ଅଫିମ, ୨ କେଜି ଗଞ୍ଜେଇ ପାଉଡର ଓ ୬୦  ପ୍ୟାକେଟ ସିଗାରେଟ ସହହରିଣ ଛାଲ, କଇଁଛ ଛାଲ ଓ ବାରାହା…

ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଗ୍ରାମବାସୀଙ୍କ ଦାବୀ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ପଂଚାୟତ ର ସୁରୁଣ୍ଡି ଗ୍ରାମବାସୀ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦେଇଥିବା ଜଣାପଡ଼ିଛି। ସୁଚନା ମତେ ୧୯୯  ମସିହା ପୁର୍ବ…

ବିଡ଼ିଓ ଙ୍କ ହସ୍ତକ୍ଷେପ ପରେ ଦୁଇ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ମିଳିଲା ୮ ମାସର ଭତା

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଳକ ର ସାମ୍ପଚ ପଞ୍ଚାୟତ ରାମ୍ଭିକଟା ଗ୍ରାମର ଉମେଶ ମଲ୍ଲିକ (୭୦ ) ସ୍ତ୍ରୀ ଅଞ୍ଜନା ମଲ୍ଲିକ (60) ଉଭୟ ଦମ୍ପତି ବାର୍ଦ୍ଧକ୍ୟ ଓ ଅସହାୟ ଥିବା ବେଳେ ଆଜକୁ 8ମାସ ହେଲା ସରକାର ଙ୍କ ବାର୍ଦ୍ଧକ୍ୟ…

୨୨ ଦିନରେ ପହଞ୍ଚିଲା ଗଣଧାରଣା। ତେଜୁଛି ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ

ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ରେ ବସିଲେ ଧର୍ମଗଡ ପଞ୍ଚାୟତ ସମିତି ର ନିର୍ବାଚିତ ପ୍ରତିନିଧି ଓ ଝରିଆ ସାହୁ ସମାଜ ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୨୨ ତମ ଦିବସ…