ସମସ୍ତ ସ୍କୁଲ ରେ ଝୁଲିଲା ତାଲା , ଦ୍ଵିତୀୟ ଦିନରେ ସ୍କୁଲ ଶିକ୍ଷକ ଙ୍କ ଗଣଧାରଣା, ବିପର୍ଯ୍ଯସ୍ତ ଶିକ୍ଷା ବ୍ୟବସ୍ଥା

ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ ଶିକ୍ଷକ ଙ୍କ “ସମୁହଛୁଟି” ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି।କଳାହାଣ୍ଡି ଜିଲ୍ଲା ରେ ମଧ୍ଯ ୧୨୯୬ ବିଦ୍ୟାଳୟ ରେ ଗତ ୧୩.୯.୨୦୨୩ ତାରିଖ ଠାରୁ ତାଲାବନ୍ଦ…

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି | ୧୯୪୯  ମସିହା ସେପ୍ଟେମ୍ବର ୧୪  ତାରିଖ ଦିନ ହିନ୍ଦୀ ଭାଷା କୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା ଓ ହିନ୍ଦୀ ଭାଷା ଭାରତ…

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

ରାୟଗଡା :(ରମାକାନ୍ତ ପୋଡାଲ)ସକାଳ ଘ.୯.୩୦ମି ରେ ସ୍ଥାନୀୟ ଜିଲ୍ଳା ଅଦାଲତ ର ଭିଡିଓ କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ କର୍ମକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ…

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଗୁରୁବାର ମହାସମାରୋହରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ହିନ୍ଦୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିମନ୍ତ୍ରିତ ଅତିଥି ଓ କବି ମାନଙ୍କୁ ସ୍ବାଗତ…

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି ୯୧ ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ କର କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ…

ବୂଦ୍ଧ କାଳରେ ପେନସନ ଆମର ଦାବୀ ,ସରକାର ତୁମେ ମାନିନିଅ

ବିଷମକଟକ :(ରୁ ରମାକାନ୍ତ ପଡ଼ାଲ) ବିଷମକଟକ ବ୍ଲକ ଆଜି ଉତ୍କଳ ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ତରଫୁର ବ୍ଲକ ଅଫିସ ଠାର ଗଣଧାରଣାର।ପୂରୁଣା ପେନସନ କୁ ଫରେଇ ଦିଅ ହଟାଇ ନିଅ ପୂରୁଣା ପେନସନ ଏନେଇ ଦାବୀ ରଖିଛନ୍ତ୍ ଓଡିଶା ସରକାର…