ବୌଦ୍ଧଜିଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)୧୫ା୯ : ହୀରାକୁଦର ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଫଳରେ ୨୨ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଅଛି । ତେଣୁ ମହାନଦୀର ତଳମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା ନେଇ…

୧୯ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା

କୋକସରା ବ୍ଲକ ସମିତି ବୈଠକରେ ରେଜୁଲେସନ୍ ପାସ୍ କରି ସମର୍ଥନରେ ବସିଲେ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ନେଇ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧଜୀବିମାନେ ଆଜି ଗଣଧାରଣାରେ ବସିଛନ୍ତି। ଧର୍ମଗଡ…

ଟିଟିଲାଗଡ ସହରବାସିଙ୍କୁ ନୂଆଖାଇ ଭେଟିଦେଲେ ମୁଖ୍ୟମନ୍ତ୍ରୀ- କୁମୁଡା ପାହାଡ଼ର ସୌନ୍ଦର୍ଯ୍ୟ କରଣ ପାଇଁ ୧ କୋଟି ୮୮ ଲକ୍ଷ ଟଙ୍କାର ଦେଲେ ଅନୁଦାନ

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ମୁଖ୍ଯ ପରିଚୟ ହେଲା ଟିଟିଲାଗଡ଼ କୁମୁଡା ପାହାଡ ଉପରେ ଥିବା ପ୍ରଭୂ ଧବଳେଶ୍ୱର ମନ୍ଦିର। ଏହି ମନ୍ଦିରର ଉନ୍ନତି କରଣ ପାଇଁ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ସଦାବେଳେ ରାଜ୍ୟ…

ମହାନଦୀ ରେ ବନ୍ୟା, ଅଧିକାଂଶ ଜମି ଜଳମଗ୍ନ ଧଲପୁର -ହରଭଙ୍ଗା ପୂର୍ତ୍ତ ଜଗନ୍ନାଥ ସଡ଼କରେ ଯୋଗାଯୋଗ ବିଛିନ୍ନ

ଜମି ରହିଛି ୩ ଫୁଟ ର ବନ୍ୟା ପାଣି ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନଦୀକୁଳିଆ ଅଞ୍ଚଳ ରେ ବନ୍ୟା ସୃଷ୍ଟି l ଯୋଗାଯୋଗ ବିଛିନ୍ନ, ଅଧିକାଂଶ ଚାଷ ଜମି ଜଳମଗ୍ନ ହୋଇଥିବା ଚିତ୍ର ଦେଖିବାକୁ ମିଳିଛି…

ଜାତୀୟ ରାଜ ପଥରେ ଯୁବକଙ୍କ ମୃତ ଦେହ, କାରଣ ଅସ୍ପଷ୍ଟ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନୟାଗଡ ବୌଦ୍ଧ ସୀମା ଗେଟ ଠାରୁ ମାତ୍ର ଅଧକିଲୋମିଟର ରାସ୍ତା ର ବୌଦ୍ଧ ଏରିଆ ରେ ଘଟିଯାଇଛି ଏହି ଘଟଣା l ଘଟଣା ଏଭଳି ଘଟିଛି ଯୁବକ ବୟସ ପାଖାପାଖି ୪୫ …

ଲଗାଣ ବର୍ଷାରେ ଉବୁଟୁବୁ ତୁରେକେଲା ବ୍ଲକ,ଅପହଞ୍ଚ ସରକାରୀ ଯୋଜନା

କଣ୍ଟାବାଞ୍ଜି ବ୍ୟୁରୋ :୧୫/୦୯(ନରେନ୍ଦ୍ର ନେଗୀ)ପ୍ରବଳ ବର୍ଷା ହେତୁ ତୁରେକେଲା ର ବିଭିନ୍ନ ଜାଗାରେ ଘରଗୁଡ଼ିକ ପାଣି ପଶି ଯାଇଥିବା ବେଳେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ଏଭଳି ସ୍ଥିତିର ଅତି ଶୀଘ୍ର ସମାଧାନ ଯେମିତି ହେବ ସେଥିପ୍ରତି ଦୃଷ୍ଟି…

ରାଜ୍ୟ ସରକାରଙ୍କ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କାହା ପାଇଁ ? ମାସ ମାସ ଧରି ମିଳୁନି ଛତୁଆ, ଖାଉଛି କିଏ ?

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) କେନ୍ଦ୍ର ତଥା ରାଜ୍ୟ ସରକାର ମହିଳା ଓ ଶିଶୁ ମାନଙ୍କ ବିକାଶ ତଥା କୁପୋଷଣକୁ ରୋକିବା ଦିଗରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ସେ ଭିତରୁ ଛତୁଆ, ବାଦାମ ଲଡୁ ଅନ୍ୟତମ। ଟିଟିଲାଗଡର ବିଧାୟିକା…

ଟିଟିଲାଗଡରେ ସ୍ୱର୍ଗତ କବି ମଧୁସୂଦନ ମହାନନ୍ଦଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଅଞ୍ଚଳର ଜଣାଶୁଣା ଜଣେ ପ୍ରଖ୍ୟାତ କୋଷଲି କବି ମଧୁସୂଦନ ମହାନନ୍ଦଙ୍କ ଗତ ୯ ତାରିଖରେ ହୃଦଘାତ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣି ପ୍ରାରମ୍ଭିକ ଚିକିତ୍ସା କରାଇଥିଲେ,ଡାକ୍ତର ତାଙ୍କୁ ବାହାରକୁ ରେଫର…