ହରଭଙ୍ଗା :୨୦/୦୯ (ଶାଚିତ୍ତରଞ୍ଜନ ସିଂହ)ରଦୀୟ ଦୁର୍ଗା ପୂଜା ପାଇଁ ଏବେଠୁ ଚଳ ଚଞ୍ଚଳ ହେଲାନି ବିଭିନ୍ନ ପୂଜା ମଣ୍ଡପ!ମା ଦୁର୍ଗତିନାଶିନୀ ଦୁର୍ଗା ଙ୍କ ପୂଜା ପାଇଁ ହରଭଙ୍ଗା ବ୍ଲକ କୋଇଲିସୂତା ଗ୍ରାମରେ ଗ୍ରାମବାସୀ ଙ୍କ ସହଯୋଗ କ୍ରମେ ଚଳିତ ବର୍ଷ ୩୪ ତମ ଦୁର୍ଗାପୂଜା ଶୁଭଖମ୍ବ ପୂଜା ମଣ୍ଡପ ରେ ସ୍ଥାପନ କରାଯାଇଛି!

ପୂଜକ ବିଷ୍ଣୁ ଚରଣ ଦେହୁରୀ ପୂଜା କାର୍ଯ୍ୟ କରିଥିବା ବେଳେ ଗ୍ରାମ ସଭାପତି ପ୍ରତାପ କିଶ୍ବର ବେହେରା, ସଦସ୍ୟ ରାଜୀବ ବେହେରା, ଦ୍ରୋଣାଚାର୍ଯ୍ୟ ଦନ୍ତା, ବିଜୟ ଦେହୁରୀ, ବଳଭଦ୍ର ବେହେରା ଉପସ୍ଥିତ ରହିଥିଲେ!ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ବହୁ ଧୁମ ଧାମ ରେ ଶାରଦୀୟ ଦୁର୍ଗା ପୂଜା କରାଯିବା ନେଇ ଗ୍ରାମବାସୀ ସୂଚନା ଦେଇଛନ୍ତି!

advt