ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ବିଶ୍ୱ ଘରଚଟିଆ ଦିବସ ପାଳିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ )ଯିବ ଜଗତ ସନ୍ତୁଳିତ କରିବା ଦିଗରେ ଘର ଚଟିଆ ର ଭୂମିକା ଅତୁଳନୀୟ l ପରିବେଶବିତ ଙ୍କ ମତରେ ବର୍ଷା ର ଆଗମନ କୁ ଚାଷୀଙ୍କୁ ଶୁଭ ସଂକେତ ଦେଇଥାଏ ଘର ଚଟିଆ, ବର୍ଷା ଆଗମନ ହେଲେ…

ୱାର୍ଲଡ୍ ଓଡ଼ିଶା ସୋସାଇଟି ଦ୍ୱାରା ତୃତୀୟ ଶକ୍ତି ଉତ୍ସବ ଆୟୋଜନ

ନୂଆଦିଲ୍ଲୀ /ଭୁବନେଶ୍ବର :୧୯/୦୩ (ପାୟଲ ରାଉତ )ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା. ଓ. ସୋ) ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ…

ଉଦ୍ଘାଟନ ପରେ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ।ପିଇବା ପାଣି ପାଇଁ ପୋଖରୀ ଭରଷା

ବେଲଗୁଣ୍ଠା, 18/03(ସୁଶାନ୍ତ କୁମାର ବେହେରା)ତାତି ଯେତିକି ବଢୁଛି ଜଳକଷ୍ଟ ସେତିକି ବଢୁଛି। ପାଣି ଟାଙ୍କି ଥାଇବି ପାଣି ଆସୁନି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବାଧ୍ୟ ହୋଇ ଗାଁ ପୋଖରୀର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର…

ଜମିବାଡି ବିବାଦ କୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଜମିବାଡି ବିବାଦ କୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ଥାନା ଅନ୍ତର୍ଗତ ରାହାସୋଇ ପଂଚାୟତ ଚମ୍ପା ଗ୍ରାମରେ । ଗୁରୁତର ମହିଳା…

ଗ୍ରାମପଂଚାୟତ ସ୍ତରୀୟ ସଂଘ ମିଶନଶକ୍ତି ସଭାନେତ୍ରୀ ଓ ସମ୍ପାଦିକାଙ୍କ ୫-ଟି ସଚିବଙ୍କୁ ଦାବୀ ପତ୍ର ପ୍ରଦାନ

ଢେଙ୍କାନାଳ୧୩/୩(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ୧୮ଟି ଗ୍ରାମପଂଚାୟତ ସ୍ତରୀୟ ସଂଘ ତଥା ମିଶନଶକ୍ତିର ସଭାନେତ୍ରୀ, ସମ୍ପାଦିକା ଓ କାର୍ଯ୍ୟକାରିଣୀ ସଦସ୍ୟାମାନେ ଟିଏ ଓ ଡିଏ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଜରିଆରେ ୫-ଟି ସଚିବଙ୍କୁ ଏକ ବାବାପତ୍ର ପ୍ରଦାନ…

ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ପାଞ୍ଚ ଦଫା ଦାବିପତ୍ର

ହରଭଙ୍ଗା :(ଚିତ୍ତରଞ୍ଜନସିଂ):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତହସିଲ କାର୍ଯ୍ୟାଳୟ ଠାରୁ ସୋମବାର ଦିନ ଶତାଧିକ ବ୍ଲକକଳାକାର ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ପଟୁଆର ରେ ବ୍ଲକ କାର୍ଯ୍ୟାଳୟ କୁ ପହଂଚି ଥିଲେ l କଳାକାର ମାନଙ୍କର ୫ ଦଫା ଦାବି…

ନିର୍ବାଚନକୁ ଆଖି ଆଗରେ ରଖି ହରଭଙ୍ଗା ପୋଲିସ ପ୍ରଶାସନର ଫ୍ଲାଗ ମାର୍ଚ୍ଚ କାର୍ଯକ୍ରମ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରି ଜନ ସାଧାରଣ ଙ୍କୁ ନିର୍ବାଚନ ନେଇ ସଚେତନ ବାର୍ତ୍ତା ଦେଉଥିବା ବେଳ ଆଜି ବୌଦ୍ଧ ଜିଲ୍ଲା…

ନିର୍ବାଚନ ଆଚରଣବିଧି ଲାଗୁ ପରେ: ହଟିଲା ସରକାରୀ ହୋର୍ଡିଂ

ବେଲଗୁଣ୍ଠା -(ସୁଶାନ୍ତ କୁମାର ବେହେରା )ଆସନ୍ତା ମଈ ଓ ଜୁନ୍ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ।ଏହି ଅବସରରେ ବିଭିନ୍ନ ସରକାରୀ ବିଜ୍ଞାପନ, ହୋର୍ଡିଂ, ସରକାରୀ ଯୋଜନା ପ୍ରଚାର ଓ ପ୍ରସାର…

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )-ବୌଦ୍ଧ ଜିଲ୍ଲାରେ ଆସନ୍ତା ମେ ମାସ 20 ତାରିଖରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ l ସେଥିପାଇଁ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ  ସାମ୍ବାଦିକ ସମ୍ବିଳନୀ କକ୍ଷରେ ଜିଲ୍ଲାପାଳ ଜେ.ସୋନାଲ ଙ୍କ…

ନିର୍ବାଚନ ତାରିଖ ଘୋଷିତ, ୭ଟି ପର୍ଯ୍ୟାୟରେ ନିର୍ବାଚନ,ଓଡିଶାରେ ମେ’୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌‌

ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ। ଭାରତୀୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଯୋଗେ ଶନିବାର ତାରିଖ ଘୋଷଣା କରିଛନ୍ତି। ଲୋକସଭା ଓ ଓଡିଶା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଓଡିଶାରେ…