ଶିକ୍ଷାନୁଷ୍ଠାନର ସୁସ୍ଥ ପରିବେଶ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପୁରୀ; (ମନୋଜ କୁମାର ବଳିଆରସିଂ)ଶିକ୍ଷାନୁଷ୍ଠାନର ସୁସ୍ଥ ପରିବେଶ ପାଇଁ ଅଧିକ ରୁ ଅଧିକ ବୃକ୍ଷରୋପଣ ଏକ ଆବଶ୍ୟକତା ବୋଲି କହିଛନ୍ତି ପ୍ରକୃତିବନ୍ଧୁ ବଦ୍ରି ମିଶ୍ର। ସମର୍ପଣ ଅନୁଷ୍ଠାନ ପକ୍ଷରୁ ଡ଼ଃ ଅଭିମନ୍ୟୁ ଭୂୟାଁ ଓ ସଂପାଦିକା ଜୟନ୍ତୀ ମହାପାତ୍ରଙ୍କ ନେତୃତ୍ଵରେ ସରକାରୀ ଶିଳ୍ପ…