ଆମ ଓଡିଶା ମୋ ଓଡିଶା ମଞ୍ଚରେ  ସଚେତନ ବାର୍ତ୍ତା ଦେଲେ ଆମନ୍ତ୍ରିତ ଅତିଥି 

ତିର୍ତ୍ତୋଲ /ଦାଇଁଲୋ : ଗ୍ରାମାଞ୍ଚଳର ବିକାଶ ସଭ୍ୟତାର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ର ବିକାଶ ମାନବ ସମ୍ଭଳର ବିକାଶ ! ଏହି ବିକାଶ ସମ୍ଭବ ହୋଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୋଗୁଁ ! ଆଜି ଯେବେ…

ତାମିଲନାଡୁ ରେ କାଶୀପୁର ବ୍ଲକର ଜଣେ ବିକଳାଙ୍ଗ ଦାଦନ ଶ୍ରମିକଙ୍କ ମୃତ୍ୟୁ

କାଶୀପୁର :(ଅଞ୍ଜନ କୁମାର ନାଏକ)ବାହାର ରାଜ୍ୟ ତାମିଲନାଡୁ ରେ କାଶୀପୁର ବ୍ଲକ ର ପୁଣି ଏକ ଶାରୀରିକ ବିକଳାଙ୍ଗ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି।ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ପଞ୍ଚାୟତ ର ରାଶିଝିରି ଗ୍ରାମର ମଦନ ଗଉଡ଼ ବୟସ…

ନାଚ ରାଜନୀତିରେ ଦିବ୍ୟଶଙ୍କର ଆଗ, ପଛରେ ମୌସୁଧି,କଂଗ୍ରେସ ଵରିଷ୍ଟ ନେତା ଦିଗାମ୍ବର ଦୁରିଆଙ୍କ ଅଭିଯୋଗ

ଧର୍ମଗଡ : ୯/୨(ହେମନ୍ତ କୁମାର ମାଝୀ)ପୂର୍ବରେ ଜନତା ନାଚିଲେ ,ବର୍ତ୍ତମାନ ନେତା ଙ୍କ ପାଳି-ସାଧାରଣ ଜନତା ଦର୍ଶକ ସାଜି କର ତାଲି ମାରିବା ବେଳ ଆସିଛି ବୋଲି ସାଧାରଣ ରେ ଏବେ ଚର୍ଚ୍ଚା ଜୋର ଧରିଛି।କିଛି ଦିନ ହେଲା ଜୁନାଗଡ଼ ବିଧାୟକ…

ଭଙ୍ଗା ଦଦରା ଅବସ୍ଥାରେ ଯୋଲିମୁଣ୍ଡା ଚେକଡ୍ୟାମ ୨ ହଜାର ଚାଷ ଜମିକୁ ପାଣି ମାଡୁ ନାହିଁ

ମୁନିଗୁଡା : (ରମାକାନ୍ତ ପୋଡାଲ )ଦୀର୍ଘ ବର୍ଷ ଧରି ଭଙ୍ଗା ଦଦରା ହୋଇ ଅବହେଳିତ ଅବସ୍ଥାରେ ପଡି ରହିଛି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗର ଝିଲିମୁଣ୍ଡା ଚେକଡ୍ୟାମ। ବନ୍ଧ ଶୁଖିଲା ପଡିଥିବା ବେଳେ କେଉଁଠି ପାଇପ ଫାଟିଛିତ ଆଉ କେଉଁଠି…

ମୁଖ୍ୟମନ୍ତ୍ରୀଙ୍କ ସହ କାମ କରି ତାଙ୍କ ଦ୍ବାରା ଅନୁପ୍ରାଣିତ :- କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର :(ବ୍ୟୁରୋ )ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ଯମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି । ୧୯୯୯ ସୁପର ସାଇକ୍ଲୋନ୍ ଓଡ଼ିଶାକୁ ବିପର୍ଯ୍ଯସ୍ତ କରିଥିଲା । ଚ୍ଯାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ…

ଧର୍ମଗଡ ଉପଖଣ୍ଡ ରେ ଡାକ୍ତର ନିଯୁକ୍ତି ଦାବୀ,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ଧର୍ମଗଡ଼ : ୮/୨( ହେମନ୍ତ କୁମାର ମାଝୀ)ଧର୍ମଗଡ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଭତ୍ତିଭୂମି ବର୍ତ୍ତମାନ ସୁଦୃଢ ହୋଇଥ‌ିବା ବେଳେ ସମାଧାନ ହୋଇ ପାରିନାହିଁ ଡାକ୍ତର ସମସ୍ୟା । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ସହ ଆବଶ୍ୟକିୟ…

ସେବା ମହୋତ୍ସବ ଉଦଯାପିତ,ଗୀତିକାର ଜୟଶ୍ରୀ ଧଳ ଙ୍କ ସଂଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ ” ବୁଧବାର ଦିନ ଉଦଯାପିତ ହୋଇଯାଇଛି l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ…

ଗୋପାଳ ଏଗ୍ରୋ ନାମକ କପା ମିଲ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା କ୍ଷତି

କେଶିଙ୍ଗା :(ପ୍ରିତେଶ ପଟେଲ )କେସିଙ୍ଗା ବ୍ଲକ କୋକୋମୁଣ୍ଡା ଛକ ନିକଟସ୍ଥ ଗୋପାଳ ଏଗ୍ରୋ ନାମକ ଏକ କପା ମିଲ୍ ରେ ଆଜି ସକାଳ ପାଖାପାଖି ସାଢେ଼ ଆଠଟା ସମୟ ରେ ନିଆଁ ଲାଗି ଯାଇଥିଲା।ସୂଚନା ଅନୁଯାୟୀ ସଟ ସର୍କିଟ ଯୋଗୁଁ ନିଆଁ…

ପେନ୍‌ସନ୍ ଦାବୀ ନେଇ ଓଷ୍ଠାର ଆନ୍ଦୋଳନ

ଢେଙ୍କାନାଳ:୩/୨(ଶୁଭମ ପାଣି ) ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ୍ ଗୁଡିକର ଶିକ୍ଷକ କର୍ମଚାରୀଙ୍କର ପେନ୍‌ସନ୍ ଆଦି ଦାବୀ ନେଇ ସରକାର ଟାଳଟୁଳ ନୀତି କରୁଥିବାରୁ ଶିକ୍ଷକମାନେ ଆଜି ରାଜରାସ୍ତାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଦେବୁ କାଲି ଦେବୁ ବୋଲି…

ନ୍ୟାୟ ପାଇଁ ପରିବାର ସହ ରଶ୍ମିତା ଏସ୍‌ପିଙ୍କ ଦ୍ବାରସ୍ଥ

ଢେଙ୍କାନାଳ:୦୫/୦୨(ଶୁଭମ ପାଣି ) ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧକ୍ଷକ ମଡକର…