ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପ୍ରଦାନରେ ଲେଖାଶ୍ରୀ

ହରଭଙ୍ଗା :(ଚିତ୍ତରଞ୍ଜନସିଂ). ସାରା ଭାରତ ବର୍ଷ ଅଯୋଧ୍ୟା ର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଏହି ଅବସରରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କୃଷ୍ନପାଲି ଗ୍ରାମରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ଘରକୁ ଘର ଦେଇ…

ଘମଟଗୁଡା, ଅମ୍ଲାଭଟାରେ ଭକ୍ତିପୂତ ସ୍ଵାଗତ ସହ ଗୁଆ ଚାଉଳ ଅର୍ପଣ

ମୁନିଗୁଡା: ୧୦।୧(ରାମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳରେ ଜଗନ୍ନାଥଙ୍କ ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଯାଇଥିବା ବେଳେ ଘମଟଗୁଡା,ଆମ୍ଲାଭଟା ପଞ୍ଚାୟତର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିଛି ଜଗନ୍ନାଥଙ୍କ ଅର୍ପଣ ରଥ। ଅମ୍ଲାଭଟା ଜଗନ୍ନାଥ ମନ୍ଦିର ନିକଟରୁ…

ରାଣୀପିଣ୍ଡା,କୁମୁଡ଼ାବାଲି ପଞ୍ଚାୟତରେ ପରିକ୍ରମା କଲା ଅର୍ପଣ ରଥ ଭକ୍ତିପୂତ ସ୍ଵାଗତ ସହ ଭବ୍ୟ ସମ୍ବର୍ଦ୍ଧନା

ମୁନିଗୁଡା: ୧୦/୦୧(ରାମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳର ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଯାଇଥିବା ବେଳେ ରାଣୀପିଣ୍ଡା, କୁମୁଡାବାଲି ପଞ୍ଚାୟତର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିଛି ଅର୍ପଣ ରଥ।ଜଗନ୍ନାଥଙ୍କ ଅର୍ପଣ ରଥ ରାଣୀପିଣ୍ଡା ଭୈରବ ମନ୍ଦିର…

ରୁଣ୍ଡିମହୁଲ ଓ ଅମ୍ବଗାଁ ପଞ୍ଚାୟତ ଠାରେ ଜୟଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ

ବୌଦ୍ଧ : ( ଚିତ୍ତରଞ୍ଜନ ସିଂହ ) ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ l ଏଥିଲାଗି ରାଜ୍ୟସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଅଂଚଳରେ ପରିକ୍ରମା କରିବ ଜଗନ୍ନାଥରଥ l ଏହିକ୍ରମରେ ଆଜି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ…

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପୂଜା ଅର୍ଚନା କରାଯାଇ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ଆସନ୍ତା ୧୭ ତାରିଖରେ…

ସୋସିଆଲ ମିଡ଼ିଆ ରେ ବ୍ରାହ୍ମଣ ଓ ସନାତନ ଧର୍ମ ଉପରେ କଟୁ ମନ୍ତବ୍ୟ ନେଇ ଥାନାରେ ଏତଲା

ଧର୍ମଗଡ଼ :ତା ୯/୧/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଥୂଆମୂଲ ରାମ ପୁର ର କୈଲାସ ଛତ୍ରିଆ ନାମକ ଜଣେ ବ୍ୟକ୍ତି ଗତକାଲି ରାତ୍ରି ରେ କୋକସରା ଖବର ବୋଲି ଏକ ହ୍ଵଆପ ଗୃପ ରେ ଵ୍ରାହ୍ମଣ ମାନଙ୍କ ଧର୍ମ ଓ…

ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ…

ଚ।ଣ୍ଡାଳ ଡ୍ୟାମ କୁ ପର୍ଯଟନ ସ୍ଥଳୀର ମାନ୍ୟତା ମିଳୁ

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁ ନିକଟରେ ରହିଛି ଚଣ୍ଡାଳ ଡ୍ୟାମ ଵା ଏମ ଆଇ ପି ଜଳାଶୟ ପ୍ରକଳ୍ପ । ସମ୍ବଲପୁର ବଲାଙ୍ଗୀର ଜାତୀୟ ରାଜପଥ ମୁଖ୍ୟ ରାସ୍ତା…

ଢେଙ୍କାନାଳ ମଗଜି କୁ ଜି. ଆଇ ମାନ୍ୟତା ପ୍ରାପ୍ତ

ଢେଙ୍କାନାଳ : ଢେଙ୍କାନାଳ ମଗଜି କୁ ଜି. ଆଇ ମାନ୍ୟତା ପ୍ରାପ୍ତି କୁ ଜିଲ୍ଲାପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଏଥିପାଇଁ ଜିଲ୍ଲାର ସମସ୍ତ ଅଧିବାସୀ, ମିଠା ବ୍ୟବସାୟୀ ସଙ୍ଘ କୁ ଶୁଭେଚ୍ଛା…

ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ରାସ୍ତାରୋକ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡି ରେ ଅବ୍ୟବସ୍ଥା ଓ ଧାନ କିଣା ଯାଉ ନ। ଥିବା ଅଭିଯୋଗ ନେଇ ଚାଷୀ ଏବଂ ବିଜେପି କାର୍ମକର୍ତା ଙ୍କ ପକ୍ଷରୁ ରାସ୍ତା ରେ ଧାନ ବସ୍ତା…