ବିରଞ୍ଚି ନାଏକ ହତ୍ୟା କାଣ୍ଡ ର ପର୍ଦ୍ଦାଫାସ କଲା କେସିଙ୍ଗା ପୋଲିସ

କେସିଙ୍ଗା : (ପ୍ରୀତେଶ ପଟେଲ)ଗତ ୧୩ ତାରିଖ ରେ କେସିଙ୍ଗା ଥାନା ଅନ୍ତର୍ଗତ ପରେଲସିଙ୍ଗା ପଞ୍ଚାୟତ ରହେନ ପଡା ନିବାସୀ ବିରଞ୍ଚି ନାଏକ ଙ୍କ ମୃତ ଦେହ ବଜର ଗଡ ଜୋର୍ ରେ ପଡ଼ିଥିଲା ।ସେହି ଦିନ ନିର୍ବାଚନ ଥିବାରୁ ପୋଲିସ…

ବୌଦ୍ଧ ରେ ଗଂଜେଇ କାରବାର ରେ ରୋକ ଲଗାଇଲା ଅବକାରୀ,୧୦ କ୍ଯୁଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସହିତ ୨ ବାଇକ ଜବତ 

ହରଭଙ୍ଗା (ଚିତ୍ତରଞ୍ଜନସିଂ):ବୌଦ୍ଧ ଅବକାରୀ ସ୍କ୍ୱାର୍ଡ ର ବଡ଼ ସଫଳତା l ଜିଲ୍ଲାରେ ଗଂଜେଇ କାରବାର ରୋକ ଲଗାଇ ୧ କୋଟି ରୁ ଉର୍ଦ୍ଧ ଟଙ୍କାର ଗଂଜେଇ ଜବଦ କରିବାରେ ସଫଳ ହୋଇଛି ବୌଦ୍ଧ ଅବକାରୀ ବିଭାଗ l ସୂଚନା ଅନୁଯାଇ ମଙ୍ଗଳବାର…

ଛତିଶଗଡ ଓ ଓଡିଶା ସୀମାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ପୁରୁଷ ନକ୍ସଲ ଙ୍କ ମୃତ୍ୟୁ

ପ୍ରେସମିଟ ରେ ସୂଚନା ଦେଲେ ଡିଆଇଜି ନବରଙ୍ଗପୁର ; (ବେଣୁଗୋପାଳ ରାଓ )ନିର୍ବାଚନ ପୂର୍ବରୁ ନବରଙ୍ଗପୁର ପୋଲିସ କୁ ସଫଳତା । ଓଡିଶା ସୀମାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ପୁରୁଷ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏନେଇ ପ୍ରେସମିଟ ରେ ସୂଚନା…

କାଶୀପୁର ନିର୍ବାଚନ ପ୍ରବର୍ତ୍ତନ ଦଳ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ବିପୁଳ ପରିମାଣର ମଦ ଜବତ

କାଶୀପୁର : (ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଛକ ରେ ଆଜି ଅବକାରୀ ଟିମ ଓ କାଶୀପୁର ନିର୍ବାଚନ ପ୍ରବର୍ତ୍ତନ ଦଳ ମିଳିତ ଉଦ୍ୟମରେ ଜଣେ ଅଭିଯୁକ୍ତ ଙ୍କ ଠାରୁ ବିପୁଳ ପରିମାଣରେ ବେଆଇନ ବିଏର…

୪ କେଜି ଗଂଜେଇ ସହ ଅଭିଯୁକ୍ତ ଗିରଫ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)୪ କେଜି ଗଂଜେଇ ସହ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ଗତ କାଲି ବୌଦ୍ଧ ଥାନା ଅନ୍ତର୍ଗତ ରାମଗଡ଼ ଗ୍ରାମ ର ସନତ ନାୟକ ଏକ ଦୁଇ ଚକିଆ ଗାଡ଼ିରେ ୪ କେଜି ଗଂଜେଇ ନେଇ ଧଳପୁର ବ୍ରିଜ…

ଦୋକାନ ଭାଙ୍ଗି ଚୋରି ଘଟଣାରେ ଦୁଇ ଗିରଫ ,ଜଣେ ଫେରାର

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଆଜି ଏକ ପ୍ରେସ ମିଟ ସମୟରେ ଚୋରି ଅଭିଯୋଗ ରେ ଦୁଇ ଅଭିଯୁକ୍ତ ଙ୍କର ପର୍ଦାଫାସ କରିଛି । ଅଞ୍ଚଳ ରେ ଏକାଧିକ ଚୋରି ଅଭିଯୋଗ ଘଟଣା କୁ…

ଟିକିରି ବନବିଭାଗ ପକ୍ଷରୁ ମାଙ୍ଗାନିଜ ବୋଝଇ ଟ୍ରକ ଜବତ ଦୁଇ ଅଟକ

କାଶୀପୁର ; (ଅଞ୍ଜନ କୁମାର ନାଏକ)ରାୟଗଡା ବନଖଣ୍ଡ ଅନ୍ତର୍ଗତ ଟିକିରି ବନାଞ୍ଚଳ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପକ୍ଷରୁ ମାଙ୍ଗାନିଜ ବୋଝେଇ ଟ୍ରକ ଜବତ କରିଥିବାବେଳେ କାରବାର ରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜରିରଖିଥିବା ଜଣାପଡ଼ିଛି।ଘଟଣା ରେ…

ଦୁଇ ମୋବାଇଲ ଚୋର ଗିରଫ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ଥାନା ପକ୍ଷରୁ ଦୁଇ ମୋବାଇଲ ଚୋର ଙ୍କୁ ଗିରଫ କରିଛି ପୋଲିସ l ସୂଚନା ମତେ ହୋଲିପର୍ବ ଦିନ ସନ୍ତୋଷ ମାଝୀ ନିଜ ବାଇକ ଡ଼ିକି ରେ ମୋବାଇଲ ତିନୋଟି ଓ ନଗଦ ୨୨୦୦  ଟଙ୍କା ରଖି…

ଖାକୀରେ କଳଙ୍କ, ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ କାର ଓ ଗଞ୍ଜେଇ ସହ ପୋଲିସ ଯବାନ ଗିରଫ

ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ରବିବାର ଦିନ ଏକ କାର ଓ ଗଞ୍ଜେଇ ସହ ଜଣେ ପୋଲିସ ଯବାନ ଗିରଫ ହୋଇଛନ୍ତି l ଖାକୀରେ ଲଗାଇଲେ କଳଙ୍କ l ଜଣେ ପୋଲିସ ର DVF…

କେନ୍ଦ୍ରାପଡା ର ୫ ଜଣିଆ ଡକାୟତ ଦଳ ଗିରଫ, ସାମ୍ବାଦିକ ସମ୍ମିଳନୀରେ ଏସ୍ପିଙ୍କ ସୂଚନା

କେନ୍ଦ୍ରାପଡା; ଏକ ୫ ଜାଣିଆ ଡକାୟତ ଦଳକୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ୍।ଏଥିରେ ୩ ଜଣ ଡକାୟତ ଦଳର ସଦସ୍ୟ ଥିବା ବେଳେ ଦୁଇଜଣ ଚୋରି ସାମଗ୍ରୀ କିଣିଥବା ବ୍ୟବସାୟୀ ରହିଛନ୍ତି।ଏହି ଡକାୟତ ଦଳଠାରୁ ଏକ ପଲସର ମଟର ସାଇକେଲ, ସୁନା ଓ…