ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୈଜୟନ୍ତ ପଣ୍ଡା : – ବିଜେଡି ସାଂସଦ ସୁଲତା ଦେଓ

କେନ୍ଦ୍ରାପଡ଼ା : ରାଜ୍ଯରେ ଭୋଟ୍ ଚାଲିଥିବା ବେଳେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆୟୁଷ୍ମାନ ଯୋଜନାରେ ସାମିଲ କରାଇବାକୁ କହି କିଛି ମହିଳାଙ୍କ ଦ୍ବାରା ଲୋକଙ୍କ ଫର୍ମ…

ହରଭଙ୍ଗା ବ୍ଲକ ରେ ଶାନ୍ତିଶୃଙ୍ଖଳା ର ସହିତ ମତଦାନ ସମାପ୍ତ

ହରଭଙ୍ଗା :୨୦ /୦୫ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମ୍ପୂର୍ଣ ହୋଇସାରିଛି।ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର ବୌଦ୍ଧ ବିଧାନ ସଭା କ୍ଷେତ୍ରରେ ୧ଲକ୍ଷ ୬୬ହଜାର୪୬୧ଜଣ ଭୋଟର ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…

ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଚାଲୁରହିଛି

ଢେଙ୍କାନାଳ : (ଶୁଭମ ପାଣି )ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ବେଶ ଚାଲୁରହିଛି। ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ। ପ୍ରତ୍ୟେକ ଦିନ ଖେଚୁଡ଼ି ଧୂପ…

ମା’ ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି

ଢେଙ୍କାନାଳ  ୧୮/୫( ଶୁଭମ ପାଣି )ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି। ଏହି ଯଜ୍ଞ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,…