” ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରୁଣ୍ଡିମହୁଲ ଶକ୍ତି କେନ୍ଦ୍ର ର ବିଭିନ୍ନ ଗ୍ରାମରେ ବିଶେଷ କାର୍ଯ୍ୟକ୍ରମ'”
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )କଣ୍ଟାମାଳ ମଣ୍ଡଳ ର ରୁଣ୍ଡି ମହୁଲ ଶକ୍ତିକେନ୍ଦ୍ର ର ତିନିଗୋଟି ଗ୍ରାମ ସୁଲିଆ, ନୁଆପ।ଳି ଓ ରୁଣ୍ଡୀ ମହୁଲ ଗ୍ରାମ ମାନଙ୍କରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ କରାଯାଇ ଗ୍ରାମ ଦେବୀ…