କେସିଙ୍ଗା ଅଗ୍ରସେନ ଭବନରେ ନବ ମତଦାତା ସମ୍ମିଳନୀ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଗ୍ରସେନ ଭବନ ଠାରେ ଭାରତୀୟ ଜନତା ଯୁବା ମୋର୍ଚ୍ଚା ପକ୍ଷ ରୁ ନୂତନ ମତ ଦାତା ମାନଙ୍କୁ ଭୋଟ ର ଅଧିକାର ଓ ଗଣତନ୍ତ୍ର ରେ ଭୋଟର ହିଁ ସବୁଠୁ ଶକ୍ତିଶାଳୀ ଓ…

ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ,୫/୪ ରେ ଅନଗୁଳ ବିଜୟୀ ଫାଇନାଲ ରେ ପ୍ରବେଶ

ହରଭଙ୍ଗା :  ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁରର୍ଣ୍ଣମେଣ୍ଟ ଆଜି ଦ୍ୱିତୀୟ ସେମି ଫାଇନାଲ ରେ ପହଂଚିଛି…

“ନୂଆ- ଓ ” ଓଡିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ହରଭଙ୍ଗା ; ( ଚିତ୍ତରଞ୍ଜନ ସିଂହ ) ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ “ନୂଆ-ଓ”ଓଡ଼ିଆ ସାହିତ୍ୟ ପ୍ରତି ଯୋଗିତା କାଯ୍ୟକ୍ରମ ରେ ବିଶିଷ୍ଟ ସାହିତ୍ୟିକ…

ଶଗଡିଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର

ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ -ହରଭଙ୍ଗା ରାସ୍ତାର ସଗଡ଼ିଆ ନାଳ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା…

ବିଜେପି ବୌଦ୍ଧ ଜିଲ୍ଲାର ନମୋ ମତଦାତା ସମ୍ମିଳନୀ ତିନି ଗୋଟି ସ୍ଥାନରେ ଅନୁଷ୍ଠିତ

ବୌଦ୍ଧ : ( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ,” ନମୋ ମତଦାତା ସମ୍ମିଳନୀ,” ବୌଦ୍ଧ ଜିଲ୍ଲା ର ତିନି ଗୋଟି ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ବୌଦ୍ଧ ବିଧାନ ସଭା ନିର୍ବାଚନ ପାଇଁ ବୌଦ୍ଧ…

ଭାରତୀୟ ଯୁବ ମୋର୍ଚ୍ଚା ପାର୍ଟି ତରଫରୁ ନମୋ ନଵମତ ଦାତା ସମ୍ଵିଳନୀ

ଧର୍ମଗଡ଼ :୨୫/୧(ହେମନ୍ତ କୁମାର ମାଝୀ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୫୦୦୦ ହଜାର ଗୋଟି ସ୍ଥାନରେ ଭର୍ଚୁଆଲ ମାଧ୍ୟମରେ ନମୋ ନଵମତ ଦାତା ଙ୍କୁ ସମ୍ଵେଧିତି କରିଥିବା ବେଳେ ସେହି ପରୀପେକ୍ଷୀ ରେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ…

ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଶଙ୍ଗ ଖେଳ ପଡିଆ ଠାରେ ଗୁରୁବାର ଦିନ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ପ୍ରଥମେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ,…

ବିଜୁ ସ୍ମୃତି ସଦନର ଭୂମି ପୂଜନରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ; (ସଞ୍ଜୟ କୁମାର ନାୟକ)ଗୁରୁବାର ଦିନ ସକାଳ ୦୯ ଘଣ୍ଟା ସମୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ କଡ଼ରେ ଥିବା ଏକ ଭୂମି ଉପରେ ବିଜୁ ସ୍ମୃତି ସଦନର ଭୂମି ପୂଜନ ଟିଟିଲାଗଡ ବରିଷ୍ଠ ନାଗରିକ ସଙ୍ଘର ସଭାପତି ଡ ଘନଶ୍ୟାମ…

ନିମ୍ନ ମାନର ୫ଟି କାମ କୁ ବିରୋଧ କଲେ ବେଗା ବାସିନ୍ଦା

ଢ଼େଙ୍କାନାଳ: (ଶୁଭମ ପାଣି ) ରୁଏବେ ଗାଁ ଠୁ ସହର ପ୍ରତ୍ୟେକ ୫ଟି କାମ କୁ ବିରୋଧ କରିବାକୁ ବସିଲେଣି ଜନସାଧାରଣ, ସରକାରଙ୍କ 5t କାମ ରେ ବ୍ୟାପକ ଦୃନୀତି ଏବେ ଧୀରେ ଧୀରେ ପ୍ରତିବାଦର ସ୍ୱର ଜୋର୍ ଉଠିଲାଣି, ଯୋଉଠି…

ବିଶ୍ଵାତ୍ମା ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ

ଭବାନୀପାଟଣା: (ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବିଶ୍ୱାତ୍ମା ବିଦ୍ୟା ମନ୍ଦିର ର ୨୪ତମ ବାର୍ଷିକୋତ୍ସବ କପୁରମାଳ ସ୍ଥିତ ନିର୍ବିକଳ୍ପ ନିକେତନ ଠାରେ ମହାସମାରୋହର ସହ ପାଳିତ ହୋଇଯାଇଛି।ଦୀପ ପ୍ରଜ୍ଜ୍ଵଳନ ଓ ବେଦପାଠ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ଆଚାର୍ଯ୍ୟା ଯଶୋଦା…