ମା ମାଣିକେଶ୍ବରୀଙ୍କଠାରେ ମହୁରି ଅର୍ଘ୍ୟ ଲାଗିଲା

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସାହିତ୍ୟ ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ‘ମହୁରି’ କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କଠାରେ ପ୍ରତି ସଂଖ୍ୟା ପରି ମହୁରି ପରିବାର ତରଫରୁ ପାରମ୍ପରିକ ଅର୍ଘ୍ୟ ଲାଗି ହୋଇଛି | ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ…

ଖବର ପ୍ରସାରଣ ପରେ ହଟିଲା ଅଳିଆ କୁଣ୍ଡ, ପୌର ଅଧିକାରି,ସାମ୍ବାଦିକ ଓ ୱାର୍ଡ ମେମ୍ବରଙ୍କୁ ଧନ୍ୟବାଦ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦା ପଡ଼ା ଦୈନିକ ବଜାରର ଟିକସ ଆଦାୟ କେନ୍ଦ୍ର ପଛ ପଟେ ଯାହାକି ସରାଫ ସାଇକେଲ ଦୋକାନ ସାମ୍ନାରେ ପ୍ରତିଦିନ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଫିଙ୍ଗା ଯାଉଥିଲା। ଏତେ ଅଳିଆ ଆବର୍ଜ୍ଜନା…

ଆଧ୍ୟାତ୍ମିକ ଭାବନା ଓ ଭକ୍ତି ସମୂହ ର ସ୍ଥାନ “ନାଉନ ଡ଼ଙ୍ଗା

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ସ୍ଥାନଟିର ନାମ ହୁଏତ କେହି ନୂଆ ଶୁଣୁଥିବ ବା କେହି କେହି ଶୁଣିଥିବେ,ଝରଣା ର କୁଳୁକୁଳୁ ସଙ୍ଗୀତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ର ଭୟାଳୁ ରୋଦନ,ଦେଇ ଯିବାକୁ ପଡ଼େ ଆଡ଼େଣିଗଡ଼ ପଞ୍ଚାୟତର ପୋଢ଼ହଳ ନାମକ ଏକ ଘଞ୍ଚ…

ଷଷ୍ଠ ଜିଲାପରିଷଦର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସ୍ବରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଷଷ୍ଠ ଜିଲାପରିଷଦ ଯାଜପୁରର ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭପତି ନଳିନୀ ପ୍ରଭା ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ…

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଲାଗିଲା ନବାନ୍ନ, ଶତାଧିକ ଭକ୍ତଙ୍କ ସାମୁହିକ ନବାନ୍ନ ଗ୍ରହଣ

ବୌଦ୍ଧ:୨୦/୦୯ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ବୁଧବାର ସକାଳ ୮.୧୫ ସମୟରେ ନବାନ୍ନ ଲାଗି କରାଯାଇଛି l ଏହି ଅବସରରେ ଏକ ସାଙ୍ଗରେ ଶତାଧିକ ଭକ୍ତ ନବାନ୍ନ ଭୋଗ ଗ୍ରହଣ କରିଛନ୍ତି l ପଶ୍ଚିମ ଓଡିଶାର…

ଗ୍ରାମ ଦେବା ଦେବୀଙ୍କ ପାଖରେ ଲାଗିହେଲା ନୁଆଁ

ହରଭଙ୍ଗା :୨୦/୦୯ (ଚିତ୍ତରଞ୍ଜନ ସିଂହ)କୃଷି ଭିତ୍ତିକ ଗଣ ପର୍ବ ପଶ୍ଚିମ ଓଡିଶା ନୁଆଁଖାଇ ପର୍ବ ଆଜି ପଶ୍ଚିମ ଓଡ଼ିଶାରେ ମହା ଧୂମଧାମ ରେ ପାଳିତ ହେଉଛି!ପ୍ରଥମ ନୁଆଁ ଧାନ କୁ ଆଣି ଇଷ୍ଟ ଦେବି ଙ୍କ ପାଖରେ ଲାଗିହେଲା ପରେ ଘରେ…

ଗଣେଶ ପୂଜା ବସି ଭୋଗ ଖାଇ ୫୦ ରୁ ଉର୍ଦ୍ଧ ଗୁରୁତର

ବୌଦ୍ଧ:୨୦/୦୯ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜିଏକ ଦୁଖଃଦ ଘଟଣା ଘଟିଯାଇଛି!ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦ ରେ ପାଳିତ ହେଉଥିବା ବେଳେ ଅନ୍ୟ…

ଯୋଜନାବଦ୍ଧ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ,ଜାଲ ସାଲାରୀ ସ୍ଲିପ ଦାଖଲ କରି କରୁଥିଲେ ଋଣ

ଭୁବନେଶ୍ୱର : ସମ୍ବାଦ ଋଣ ଠକେଇ ମାମଲାରେ ବଢୁଛି ଅଭିଯୋଗର ଫର୍ଦ୍ଦ । ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆଜି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ…

ଶିକ୍ଷକ ସଂଘ ଦୁଇଫାଳ ; ବହୁ ବିଦ୍ୟାଳୟରେ ପୂଜା ପାଇଲେନି ଗଜାନନ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସରକାର ଏବଂ ଶିକ୍ଷକଙ୍କ ଜିଦ୍ ମଝିରେ ଆଜି ବଳି ପଡ଼ିଛି ଛାତ୍ରଛାତ୍ରୀଙ୍କ ଖୁସି I ଉପଯୁକ୍ତ ସୂଚନା ଅଭାବରୁ ଆଜି ବେଲଗୁଣ୍ଠା ବ୍ଳକ୍ ର ବହୁ ବିଦ୍ୟାଳୟରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇପାରିନାହିଁ I ସୂଚନା ପ୍ରକାରେ…

ବିଡ଼ିଓ ଙ୍କ ହସ୍ତକ୍ଷେପ ପରେ ଦୁଇ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ମିଳିଲା ୮ ମାସର ଭତା

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଳକ ର ସାମ୍ପଚ ପଞ୍ଚାୟତ ରାମ୍ଭିକଟା ଗ୍ରାମର ଉମେଶ ମଲ୍ଲିକ (୭୦ ) ସ୍ତ୍ରୀ ଅଞ୍ଜନା ମଲ୍ଲିକ (60) ଉଭୟ ଦମ୍ପତି ବାର୍ଦ୍ଧକ୍ୟ ଓ ଅସହାୟ ଥିବା ବେଳେ ଆଜକୁ 8ମାସ ହେଲା ସରକାର ଙ୍କ ବାର୍ଦ୍ଧକ୍ୟ…