ଟଙ୍କଧର ଦଳେଇ ଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା, ଖାତିଗୁଡ଼ା ଥାନା ଅନ୍ତର୍ଗତ ଖାତିଗୁଡ଼ା ଗାଁ ର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇଙ୍କ ସନ୍ଦେହ ଜନକ ମୃତ୍ୟୁ ହଇଛି.ଟଙ୍କଧର ରାତିରେ ଗାଁ ରେ ନାଟ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ, ରାତିରେ…

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ । ନଗଦ ୬ ଲକ୍ଷ ଟଙ୍କା ଓ ପିସ୍ତଲ ସହ ବଘିଆପଡା ଫାଣ୍ଡି ସରକାରୀ କ୍ୱାଟର ପାଖରୁ ଧରିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି…

ଘଟି ତଳୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଂଚାୟତ ରାଣୀସାହି ଗ୍ରାମର ଘାଟି ତଳୁ ଏକ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଛି। ସୂଚନା ମତେ ରାଣୀ ସାହି ଗ୍ରାମର କରୁଣାକର ନାୟକ (୬୮ ) ଗତ ୧୮  ତାରିଖ…

କ୍ରାଇମବ୍ରାଞ୍ଚ STF କବଜାରେ ନିଶା ବେପାରୀ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମରେ ରେଡ଼  l  ୨ କେଜି ଅଫିମ, ୨ କେଜି ଗଞ୍ଜେଇ ପାଉଡର ଓ ୬୦  ପ୍ୟାକେଟ ସିଗାରେଟ ସହହରିଣ ଛାଲ, କଇଁଛ ଛାଲ ଓ ବାରାହା…

ଜମିବାଡ଼ି କୁ କେନ୍ଦ୍ର କରି ହତ୍ୟା

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜମି ବାଡ଼ି କୁ କେନ୍ଦ୍ର କରି ଗଡିଲା ମୁଣ୍ଡ l ସାମାନ୍ୟ ବଚସାରୁ ଉଗ୍ର ହୋଇ ଟାଙ୍ଗିଆରେ ହାଣିଦେଲେ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗାଁରେ l…

୨୦୦ ଲିଟର ଦେଶୀ ମଦ ଜବତ ଓ ୪ ଗିରଫ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁ ର ଏକ ଜଙ୍ଗଲ ରୁ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ୪ଜଣ ଙ୍କୁ ଗିରଫ କରିଛି । ସେମାନେ ଚାରି ଜଣ ହେଲେ…

ଶିକ୍ଷକ ଙ୍କ ଘରୁ ଚୋରି,୧୦ ଭରି ସୁନା ଓ ୩୦ ହଜାର ଟଙ୍କା ଚୋରି

କଣ୍ଟାବାଞ୍ଜି ବ୍ୟୁରୋ: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ହନୁମାନ ମନ୍ଦିର ପଡ଼ାରେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଦୃବୁର୍ତ୍ତ ମାନେ ଚୋରି କରି ନେଇଥିବା ବଙ୍ଗୋମୁଣ୍ଡା ଥାନାରେ…