ଘଣ୍ଟାପଡ଼ା ବ୍ୟାଙ୍କରୁ ଚୋରି
ଘଣ୍ଟାପଡ଼ା ଥାନାରେ ସଂପୂର୍ଣ୍ଣ ଷ୍ଟାପ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ.ନଚେତ ଆଗାମୀ ଦିନରେ ଥାନା ଘେରାଉ କରିବାକୁ ଜନସାଧାରଣଙ୍କ ଚେତାବନୀ ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଂଟାପଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଚୋରି।ଗତକାଲି ବିଳମ୍ବିତ ରାତିରେ ଚୋରମାନେ…