ନବରଙ୍ଗପୁର SSAR କ୍ରିକେଟ ଟୁର୍ନାମେଣ୍ଟ ପ୍ରତିଯୋଗିତା ରେ ଜୟପୁର ଟିମ ବିଜୟ
ନବରଙ୍ଗପୁର ; (ଵେଣୁ ଗୋପାଳ ରାଓ )ଖାଦରିୟା ପଡିଆ ଠାରେ ଅନୁଷ୍ଠିତ ସାଦାମ୍ ସାବନ୍ ଅନ୍ସର୍ ରୋଵିନ୍ (SSAR) ରାଜ୍ୟସ୍ତରୀୟ ମେମ୍ବରୀୟାଲ୍ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ୍ ର ପ୍ରଥମ ଅଧିବେଶନ ରେ ମୂଖ୍ୟ ଅତିଥି ଭାବରେ ସମାଜ ସେବୀ…