ରାୟଗଡା ଜିଲ୍ଲା କାଶୀପୁର ଗସ୍ତରେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ

କାକାଶୀପୁର : ( ଅଞ୍ଜନ କୁମାର ନାଏକ)ଶୀପୁର ଠାରେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଦ୍ଵାରା ଏକଲବ୍ୟ ଆଦର୍ଶ ଅବାଶିକା ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ।ଏହି ଅବସରରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ଭାରତ ସରକାର…

ଅନ୍ତଃ ନଦୀ ଜଲାଶୟ ଶିଳାନ୍ୟାସ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଗୋଧନେଶ୍ୱର୍ ଠାରେ ହେବାକୁ ଥିବା ଅନ୍ତଃ ନଦୀ ଜଲାଶୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନ୍ଫେରେନ୍ସ ଜରିଆରେ ପ୍ରାୟ ୧୦୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି…

ସାମୁହିକ ଛୁଟିରେ ପ୍ରାଣୀ ଚିକିତ୍ସକ, ଚିନ୍ତାରେ ଚାଷୀ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଚାରି ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସକ ସାମୁହିକ ଛୁଟି ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି l ଫଳରେ ପ୍ରାଣୀ ଚିକିତ୍ସା ସେବା ବ୍ୟାହତ…

ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଦିନ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼ :(ନରେନ୍ଦ୍ର ନେଗୀ)ଶହ ଶହ ବର୍ଷର ପ୍ରତୀକ୍ଷା ପରେ ସମଗ୍ର ହିନ୍ଦୁ ସମାଜ ପାଇଁ ଭାରତବାସୀ ଆଜି ଉତ୍ସବମୁଖରିତ । ପ୍ରଭୁ ରାମଲାଲା ଅଯୋଧ୍ୟା ଆସିବେ , ଭବ୍ୟ ଶ୍ରୀରାମ ମନ୍ଦିର ସହ ରମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ଏ ନେଇ…

ସେମଲା ଗାଁ ର ବାପା ମା ଛେଉଣ୍ଡ ଦୁଇ ଭଉଣୀ ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ଧର୍ମଗଡ଼; (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲା ପଞ୍ଚାୟତ ସେମଲା ଗ୍ରାମର ବାପା ମା ଛେଉଣ୍ଡ ଦୁଇ ଅନାଥ ଝିଅ ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ। ଅସହାୟ ଫୁଲମତି ସାହୁ ( ୧୫) ଏବଂ…

କଂଗ୍ରେସ ଜିଲ୍ଲା ସଭାପତି ପାଦରୁ ଇସ୍ତଫା ଦେଲେ ମୁନ୍ନା ତ୍ରିପାଠୀ

ନବରଙ୍ଗପୁର:୧୮ /୧(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୁନ୍ନା ତ୍ରିପାଠୀ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ପଠେଇ ଦେଇଛିନ୍ତି। ତେବେ ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ…

ଧର୍ମଗଡ଼ ନଗର ପକ୍ଷରୁ ବିକସିତ ଭାରତ ସଙ୍କଳ ଯାତ୍ରା କୁ ଭାଵ୍ୟ ସ୍ଵାଗତ ସମ୍ଵଦ୍ଧନା

ଧର୍ମଗଡ଼ :୧୮/୧(ହୋମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ପଞ୍ଚାୟତ ମହାବିଦ୍ୟାଳୟ ପରିଷର ଠାରେ ଭଵ୍ୟ ସ୍ଵାଗତ କରାଯାଇଥିଲା। ଏଵଂ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ସ୍ଥାନୀୟ ନଗର ପାଳ ଅଶୋକ କୁମାର ମହାନ୍ତି, କାର୍ଯ୍ୟ ନିର୍ବାହୀ…

କଣ୍ଟାମାଳ ବ୍ଳକର ବୁଢ଼ାଖୋଲ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବଂସ ବିପୁଳ ମାଓ ସାମଗ୍ରୀ ଜବତ, ମାଓ ଦେଲେ ଛତ୍ରଭଙ୍ଗ

ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ ମାଓବାଦୀ- ଯବାନ ଗୁଳି ବିନିମୟରେ ମାଓ ଶିବିର ଧ୍ବଂସ ଓ ବିପୁଳ ମାଓ ସାମଗ୍ରୀ ଜବତ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି…

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ଜିଲ୍ଲା ବ୍ୟାପି ବୁଲିବ ୧୪ଗୋଟି ଇଭିଏମ୍ ସଚେତନତା ରଥ

ଇଭିଏମ୍-ଭିଭିପାଟ ବ୍ୟବହାର ଉପରେ ସଚେତନ କରିବ ଭବାନୀପାଟଣା : (ନରେନ୍ଦ୍ର ନେଗୀ)ଇଭିଏମ୍, ଭିଭିପାଟରେ ପ୍ରଦତ୍ତ ମତଦାନ ବୃଥା ଯାଏନାହିଁ। ଇଭିଏମ ମାଧ୍ୟମରେ ୧୧୨ କୋଟିରୁ ଉର୍ଦ୍ଧ୍ବ ମତଦାତା ୨୬ଟି ବିଧାନସଭା, ଗୋଟିଏ ଲୋକସଭା ନିର୍ବାଚନରେ ଡିସେମ୍ବର ୨୦୧୭ ନିର୍ବାଚନରେ ମତଦାନ କରିଥିଲେ।…

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉଦଯାପିତ

ଭବାନୀପାଟଣା: ୧୮/୦୧(ନରେନ୍ଦ୍ର ନେଗୀ)ଚତୁର୍ଥ ଦିନରେ ବି କଳା, କଳାକାର ଓ କଳାପ୍ରେମୀଙ୍କ ଆଗ୍ରହ ଓ ଉତ୍ସାହ ଆଦୌ କମିନଥିଲା। ଜିଲ୍ଲା ତଥା ଜିଲ୍ଲା ବାହାର ଏପରିକି ରାଜ୍ୟ ବାହାରର ଲୋକେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଏହି ମହାକୁମ୍ଭରେ ନିଜକୁ ସାମିଲ କରିନେଇଥିଲେ…