ଧାନ କ୍ରୟରେ ଅନିୟମିତତାର ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର

ଧର୍ମଗଡ଼:  ( ହେମନ୍ତ କୁମାର ମାଝୀ)ରାଜ୍ୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଧାନ କ୍ରୟ ରେ ହେଉଥିବା ଅନିୟମିତତାର ସିବିଆଇ ତଦନ୍ତ ନିମନ୍ତେ ବିଜେପି କଳାହାଣ୍ଡି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୧୪ରେ…

ଟିଟିଲାଗଡର ନୂତନ ଉପଜିଲ୍ଲାପାଳଙ୍କୁ ସ୍ବାଗତ ଓ ପୁର୍ବରୁ ଥିବା ଉପଜିଲ୍ଲାପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଟିଟିଲାଗଡ଼ :  ( ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ ଠାରେ ସ୍ଵାଗତ ଓ ବିଦାୟକାଳୀନ ସଭା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଶ୍ରୀ ରେହାନ ଖାତ୍ରି, (ଭାପ୍ରସେ)ଙ୍କୁ ସ୍ଵାଗତ କରାଯାଇଥିବା…

କେସିଙ୍ଗା ଏନ୍ ଏ ସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି .ଗଣଧାରଣା ଦେଲେ କେସିଙ୍ଗା ବାସୀ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରାଜ୍ୟର ପୁରାତନ ଏନ୍ ଏ ସି ମଧ୍ୟରୁ ଗୋଟିଏ ଯାହା ୧୯୬୫ ରେ ଜନସାଧାରଣ ଙ୍କ ବିକାଶ ପାଇଁ ସ୍ଥାପିତ କରାଯାଇ ଥିଲା l ପର୍ଯାୟକ୍ରମେ କେତେ ନିର୍ବାହୀ…

ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲା ଗସ୍ତ

ସୁବର୍ଣ୍ଣପୁର: ( ଅଜିତ କୁମାର ପୁଜାହାରୀ)ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ । ପୋଡୋଶି ଜିଲ୍ଲା ବଲାଙ୍ଗିରରୁ ବାହାରି ଜିଲ୍ଲା…

ରେଲୱେ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ,ବିପଦ ସଂକୁଳରେ ବିଦ୍ୟୁତ ତାର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ନିର୍ମାଣ କାର୍ଯ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଖୁବ ଜୋର ସୋର ରେ ଚାଲୁଥିବା ବେଳେ ଜୈନିକ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ନେଇ ସାଧାରଣ ଜନତା ବିପଦକୁ ଆମନ୍ତ୍ରିତ…

କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନ ନେଇ କେସିଙ୍ଗା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେସିଙ୍ଗା ସହରରେ ଟ୍ରାଫିକ ଓ ପରିମଳ ସମସ୍ୟା ସାଙ୍ଗକୁ ଅନେକ ବହୁବିଧ ସମସ୍ୟା…

ତୁରେକେଲା ବ୍ଲକରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ତୁରେକେଲା ବ୍ୟୁରୋ: ( ନରେନ୍ଦ୍ର ନେଗୀ)ଏସଡିସି ଉପାଧ୍ୟକ୍ଷ ନିରୁପମା ମାଝି ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା ତୁରେକେଲା ବ୍ଲକ ବଡ଼ବାଙ୍କୀ, କନ୍ଦେଇ ପଞ୍ଚାୟତରେ ଥିବା ସମସ୍ତ ଗାଁକୁ ଯାଇ ବଲାଙ୍ଗୀର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ନିରୁପମା…

ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ସି ସି) ଜୟପାଟଣା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଜୟପାଟଣା : (ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଦିବସ ପାଳନ କମିଟି ଜୟପାଟଣା ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି।ପ୍ରାତଃ ସମୟରେ ରାମଧୁନ ସହ ପ୍ରଭାତ ଫେରି କରାଯାଇଥିଲା।…

କୋଡ଼ିଏ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ ଆସିଲା ନାହିଁ ଶବ ବାହକ ଗାଡ଼ି

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆସିଲା ନାହିଁ ଶବ ବାହକ ଗାଡ଼ି କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଫୁପୁଗାଁ ଗ୍ରାମରେ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ କୁମୁଲି ଗ୍ରାମ ପଞ୍ଚାୟତ ନିକଟ ପୂର୍ଣ୍ଣିଗୁଡା ଗ୍ରାମର…

ହରଭଙ୍ଗା ବ୍ଲକ ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ଭାରତ ଦେଶ ସ୍ୱାଧୀନତା ଲାଭ କରିବା ପରେ ଆମେ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିବେଚିତ ହୋଇ ଏହି ଦିବସ ଟିକୁ ମନେ ରଖିବା ପାଇଁ ସାରା ଭାରତ ବର୍ଷ ରେ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ…