ନୁନମାଠ ଟୋଲ ଟେକ୍ସ ସଂଗ୍ରହ କୁ ବିରୋଧ କରି ଆନ୍ଦୋଳନ

ଚେତାବନୀ ପରେ ପୁଣି ପ୍ରଶାସନ ଆଲୋଚନା ପାଇଁ ବିଭିନ୍ନ ସଙ୍ଗଠନ କୁ ଆହ୍ୱାନ କେସିଙ୍ଗା : (ପ୍ରୀତୀଶ ପଟେଲ)କେସିଙ୍ଗା ନୁନମାଠ ଟୋଲ ପ୍ଲାଜା ରେ ଟେକ୍ସ ସଂଗ୍ରହ କୁ ବିରୋଧ କରି ସ୍ଥାନୀୟ ବିଭିନ୍ନ ସଙ୍ଘ ,ଜନସାଧାରଣ , ବିଭିନ୍ନ ରାଜନୈତିକ…

ପ୍ରେସ ବିଜ୍ଞପ୍ତି : ପୁରୀଠାରେ ସ୍ୱର୍ଗରଥର ଉଦଘାଟନ

ପୁରୀ :ତା ୨୧/୦୨(କିଶୋର ଦ୍ଵିବେଦୀ ) ଆଜି ଏଠାକାର ସର୍କିଟ ହାଉସ ଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ସରକାରୀ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀର…

ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ

ଭୁବନେଶ୍ୱର : ୨୦/୦୨(କିଶୋର ଦ୍ଵିବେଦୀ ) ରିଖ ଆନ୍ତର୍ଜାତୀକ ଖ୍ୟାତିସଂମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଏଠାକାର ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତପ୍ରକାଶ କରୁଛନ୍ତି। ଡ଼ଃ ପାଣି ଶାସକ ବିଜୁ…

ଖପ୍ରାଖୋଲ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ :୨୧।୨(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଵେଟିଖାଇ ସେନ୍ଦ୍ରୀଆ ଅଧ୍ୟକ୍ଷତା କରିଥିବା ବେଳେ…

ଚେପଟିଆମ୍ବାରେ ଚାଲିଥିବା ନବ ଦିନାତ୍ମକ ବାଲିଯାତ୍ରା ସମାପିତ

ଝରୀଗାଁ ବ୍ଲକ :୨୧ /୦୨(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ନବଦିନ ଧରି ଚାଲିଥିବା ବାଲିଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସମାପିତ ହୋଇଯାଇଛି |ବାଲିଯାତ୍ରାର ଶେଷ ଦିନରେ ପ୍ରବଳ ଜନ…

ନୂତନ ଜ଼ିଲ୍ଲା ପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଆଡେ ଣି ଗଡ଼ ପଂଚାୟତ ର ଦୁର୍ଗମ ଇଲାକା କଣ୍ଡ ରା କାଚ ପାଜୁ ହେଲେ ଆଗାମୀ ଏପ୍ରିଲ ମାସରେ ହେବାକୁ ଥୀବା ସାଧାରଣ ନିର୍ବାଚନ କାଚ ପାଜୁ ଠାରେ…

ତୀର୍ଥ ଯାତ୍ରୀ ବସର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର:  (ଅଜିତ କୁମାର ପୁଜାହାରୀ)ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରୁ ଜିଲ୍ଲାର ୬୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ତୀର୍ଥ ଯାତ୍ରୀକୁ ଜିଲ୍ଲାପାଳ ଅନ୍ୟା ଦାଶ ସବୁଜ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ଥଇଥାନ ନିମନ୍ତେ ସହାୟତା

ସୁବର୍ଣ୍ଣପୁର  :(ଅଜିତ କୁମାର ପୁଜାହାରୀ)ସାମାଜିକ ଓ ଆର୍ଥିକ ସ୍ତର ରେ ସଶକ୍ତି କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଙ୍କ ଦ୍ଵାରା ଜିଲ୍ଲାର ୯ ଜଣ ଦୁସ୍ଥ ବିଧବା ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୨୫୦୦୦ ହଜାର…

୬ଦଫା ଦାବୀ ପୂରଣ ନେଇ ରାଜସ୍ବ କ୍ଷେତ୍ର ଅଧିକାରୀ ଙ୍କ କଲମ ଛାଡ ଆନ୍ଦୋଳନ

ଧର୍ମଗଡ:୧୯/୨(ହେମନ୍ତ କୁମାର ମାଝୀ)ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, କଳାହାଣ୍ଡି ଜିଲ୍ଲା ଶାଖା ର ଆହ୍ବାନ କ୍ରମେ ଆଜି ଜିଲ୍ଲା ର ସବୁ ତହସିଲ କାର୍ଯ୍ୟାଳୟ ରେ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ଆନ୍ଦୋଳନ ଚଳାଇଛନ୍ତି । ଏହି ପରିପେଖି…

ତଳଗାଁ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ )ସମଗ୍ର ରାଜ୍ୟରେ ରାଜ୍ୟ ସରକାର ଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରକାରୀ ବେ ସରକାରୀ ସ୍ତରରେ ଚାଲୁ ରହିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଗାଁ ପଞ୍ଚାୟତରେ ଆମ ଓଡ଼ିଶା…