ଗୋଷ୍ଟି କନ୍ଦଳର ଉପରେ ପ୍ରଣବ ପ୍ରକାଶ ଦାସ,ଦେବଗଡ଼ରେ ପ୍ରଚାର ଆରମ୍ଭ କଲେ ,ମିଳୁଛି ବିପୁଳ ସମର୍ଥନ

ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଓଡ଼ିଶା ରେ ଦଳ ଡିଆଁ ଓ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଏବେ ଧାରଣ କରିଛି। ପ୍ରତ୍ୟକ ନିର୍ବାଚନ ମଣ୍ଡଳୀ ରେ ଏକାଧିକ ଆଶାୟୀ ପ୍ରାର୍ଥୀ ଙ୍କ ପରସ୍ପର ପ୍ରତି ଦୋଷାରୋପ ପ୍ରକ୍ରିୟା ଚାଲିଥିଲା ବେଳେ…

ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା,୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି  ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି।ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକା ଅନୁଯାୟୀ ରେଙ୍ଗାଲିରୁ ସୁଦର୍ଶନ ହରିପାଲ ଏବଂ ରାଉରକେଲାରୁ ଶାରଦା ନାୟକଙ୍କୁ ବିଜେଡି ଟିକଟ ପ୍ରଦାନ…

କଂଗ୍ରେସ, ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା : ବୌଦ୍ଧ ରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ସମ୍ଭାବନା

ବୌଦ୍ଧ :  ( ଚିତ୍ତରଞ୍ଜନ ସିଂ ) ଗତ ମାର୍ଚ୍ଚ ୨୭ ତାରିଖରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ୫ ଥର ଲଗାତାର ବିଧାୟକ ହୋଇଥିବା ପ୍ରଦୀପ କୁମାର ଅମାତଙ୍କ…

“ସୁବିଧା” ଆପ୍ ର ବ୍ୟବହାର ନେଇ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଢେଙ୍କାନାଳ : (ଶୁଭମ ପାଣି )ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତା ରେ “ସୁବିଧା” ଆପ୍ ର ବ୍ୟବହାର ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରର ପ୍ରାରମ୍ଭରେ…

ବିଜେଡିର ପ୍ରାର୍ଥୀ ତାଲିକା ଜାରି କଲେ ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ

ଭୁବନେଶ୍ବର: (ସଞ୍ଜୟ ମହାନ୍ତି )ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍‌ ଘୋଷଣା କରିଛନ୍ତି। ବିଜେଡି ଦ୍ୱାରା ବିଧାନସଭା ନିର୍ବାଚନ ନିମନ୍ତେ ଘୋଷିତ…

ଇଂଜିନିୟର ଅକ୍ଷୟ ସାମଲ ମାହାଙ୍ଗାରୁ ପ୍ରାର୍ଥୀ ହୋଇ ପାରନ୍ତି

ଭୁବନେଶ୍ୱର/ ନୂଆଦିଲ୍ଲୀ:୦୩.୦୪, ବିଶିଷ୍ଟ ସମାଜସେବୀ ଇଂଜିନିୟର ଅକ୍ଷୟ ସାମଲ ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମର ଗ୍ରାମପଞ୍ଚାୟତର ମୂଳବାସିନ୍ଦା ଶ୍ରୀ ସାମଲଙ୍କର ଏହି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।…

କଂଗ୍ରେସର ପ୍ରଥମ ତାଲିକାରେ ୪୯ ଜଣଙ୍କର ନାମ ଘୋଷଣା

ଭୁବନେଶ୍ବର ; (ସଞ୍ଜୟ ମହାନ୍ତି )କଂଗ୍ରେସ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଦଫାରେ ନିଜର ତାଲିକା ଘୋଷଣା କରିଛି। କଂଗ୍ରେସ ପ୍ରଥମ ତାଲିକାରେ ୪୯ ଜଣଙ୍କର ନାମ ଘୋଷଣା କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚତୁର୍ଥ…

ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ

ଢେଙ୍କାନାଳ: ୨/୨୪ ସହରର ପ୍ରତିଷ୍ଠିତ ବ୍ୟକ୍ତି ପୂର୍ବତନ ଭାରତୀୟ ଅର୍ଥ ସେବା ଅଧିକାରୀ ତଥା ଜିଲ୍ଲା କରଣ ସମାଜର ପୂର୍ବତନ ସଭାପତି, ଦେବେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ କାଂଚନ ବଜାର ବାସଗୃହରେ ଇହଧାମ୍ର ତ୍ୟାଗ କରିଛନ୍ତି । ତାଙ୍କ…

ପ୍ରଣବ ପ୍ରକାଶ ଦାସଙ୍କୁ କୋରେଇ ଆସନ ରେ ବିଧାୟକ ପ୍ରାର୍ଥୀ କରିବାକୁ ଦାବି

ଯାଜପୁର  :ଜୋର ଧରିଲା କୋରେଇ ରାଜନୀତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ କୋରେଇ ଆସନ ରେ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା ବିଜୁ ଜନତା ଦଳ। କୋରେଇ ବ୍ଲକ ସଠିପୂର ଠାରେ ବିଜୁ ଜନତା ଦଳ…

ଜି ଏସ ଟି ନିୟମ ମାନୁ ନାହାନ୍ତି କବାଡି ବ୍ୟବସାୟୀ, ଜି ଏସ ଟି ଫାଙ୍କୁ ଥିବା ସନ୍ଦେହ

କେସିଙ୍ଗା : (ପ୍ରୀତେଶ ପଟେଲ) କେସିଙ୍ଗା ସହର ଜିଲ୍ଲାର ଦ୍ୱାର ଦେଶ ହେବା ସହିତ କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟ ସ୍ଥଳ । ପ୍ରତ୍ୟେକ ଦିନ ଏହି ସହର ରେ କୋଟି କୋଟି ଟଙ୍କା ର ବାଣିଜ୍ୟ ହେଉଥିବା ଅନୁମାନ…