ଢେଙ୍କାନାଳ: ୨/୨୪ ସହରର ପ୍ରତିଷ୍ଠିତ ବ୍ୟକ୍ତି ପୂର୍ବତନ ଭାରତୀୟ ଅର୍ଥ ସେବା ଅଧିକାରୀ ତଥା ଜିଲ୍ଲା କରଣ ସମାଜର ପୂର୍ବତନ ସଭାପତି, ଦେବେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ କାଂଚନ ବଜାର ବାସଗୃହରେ ଇହଧାମ୍ର ତ୍ୟାଗ କରିଛନ୍ତି ।

ତାଙ୍କ ମର ଶରୀର ପାଖରେ ତାଙ୍କ ପୁଅ, ଝିଅ, ପତ୍ନି ପରିବାର ବର୍ଗ ଓ ବନ୍ଧୁ ନ୍ଧବ, ରାଜସରକାରଙ୍କୁ ବହୁ କର୍ମଚାରୀ ଓ ସାନପୁଅ ଡକ୍ଟର ମନୋଜ ପଟ୍ଟନାୟକ ପ୍ରଫେସର ହୃତରୋଗ ବିଭାଗ କଟକ ଏସବି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଶୋକ ସଭାରେ କରଣ ସମାଜ ସଂପାଦକ ରବି ମହାନ୍ତି, ଲୁଲୁ ପଟ୍ଟନାୟକ, ମିନା ବଜାର ଟ୍ରଷ୍ଟର ଅଧ୍ୟକ୍ଷ କରଣ ସମାଜ ଜ ସଭପାତି ଜାନକୀ ବଲ୍ଲଭ ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ମନମୋହନ ପଟ୍ଟନାୟ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।