ପ୍ରଥମ ସେମି ଫାଇନାଲରେ ସୋନପୁର ବିଜୟୀ ଫାଇନାଲକୁ ପ୍ରବେଶ

ହରଭଙ୍ଗା : ୨୨/୦୧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁରର୍ଣ୍ଣମେଣ୍ଟ ଆଜି ପ୍ରଥମ ସେମିଫାଇନାଲ ରେ ପହଁଚିଛି ।…

୧୬ ତମ ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ :୨୨/୧( ତାପସ ରଂଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଠାରେ ଚାଲିଥିବା ୧୬ ତମ ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଧଣ୍ଡାମୁଣ୍ଡା ଓ ଝାଙ୍କରପାଲି ମଧ୍ୟରେ…

ଫାଲଗୁନୀ ପୁଝାରୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା, ମାଝୀ ପଡ଼ାକୁ ହରାଇ ବୃନ୍ଦାବାହାଲ ଚାମ୍ପିଅନ

ଧର୍ମଗଡ:୨୧/୧(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ଅନ୍ତର୍ଗତ ରାଜ ମୋଟେର ଗ୍ରାମ ଠାରେ ଚାଲି ଥିବା ଫାଲଗୁନୀ ପୁଝାରୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ଏହି ପ୍ରତିଯୋଗୀତା ରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ…

ଷଷ୍ଠ ରଜ୍ୟ ସ୍ତରୀୟ ବୁଦ୍ଧ ଦେବ ଫୁଟବଲ୍ କପ୍

ବୁଦ୍ଧଦେବ କ୍ଳବ ୨ /0ରେ ବିଜୟୀ ହୋଇ ପ୍ରଥମ ସେମିରେ ପ୍ରବେଶ ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ…

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ,ସର୍ଗିଗୁଡା ଚାମ୍ପିୟାନ

ଧର୍ମଗଡ଼ ;୨୧/୧( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଡହଗାଁ ଠାରେ ମାନସ ମେମୋରିଆଲ ଷଷ୍ଠ ଦିବସୀୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ଖେଳ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଫାଇନାଲ ମ୍ୟାଚ ଡ଼ହଗାଁ ଓ ସର୍ଗିଗୁଡା ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

ଇଷ୍ଟ ଜୋନ ବିଶ୍ୱବିଦ୍ୟାଳୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦ୍ଘାଟିତ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ବିକାଶ ଉଇସଡମ୍ ପାର୍କରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ଆନୁକୁଲ୍ୟରେ ଓ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ସହଯୋଗରେ ଇଷ୍ଟ ଜୋନ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରୁଷ ଖୋ ଖୋ ପ୍ରତିଯୋଗିତା ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ…

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ତିଲେଶ୍ୱର କପ ଫାଇନାଲ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ଫ୍ରେଣ୍ଡଆସୋସେସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ 2024 ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଲାଲ ବହାଦୁର ବିଦ୍ୟାପୀଠ ଫକୀର ଚରଣ ଖେଳ ପଡିଆ ଠାରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l…

ଡ଼. ମହେନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ ଫାଇନାଲ, ଶଶୀ ଏକାଦଶ ବାନେର ଦଳ ଚାମ୍ପିୟାନ

କୋକସରା : ୧୬/୦୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମରେ ଗତ ୧୦/୦୧ ରୁ ଆରମ୍ଭ ହୋଇଥିବା ଡ଼. ମହେନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ ସୋମବାର ଉଦଯାପିତ ହୋଇଯାଇଛି। ଆଇଲି ଗ୍ରାମ ଖେଳ ପଡ଼ିଆ ରେ…

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ତିଲେଶ୍ୱର କପ

ଦ୍ୱିତୀୟ ସେମି ରେ ୪/୧ ଗୋଲ ରେ JD କ୍ଳବ ଫୁଲବାଣୀ ବିଜୟୀ ହରଭଙ୍ଗା:(ଚିତ୍ତରଞ୍ଜନ ସିଂ)ଫ୍ରେଣ୍ଡଆସୋସେସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ୨୦୨୪ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଲାଲ ବହାଦୁର ବିଦ୍ୟାପୀଠ ଫକୀର ଚରଣ ଖେଳ ପଡିଆ ଠାରେ ଦ୍ୱିତୀୟ…

ଆନ୍ତଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଜିତିଲା ବଡ ଗମଡ଼ା

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ନିକଟସ୍ଥ ନାରେନ୍ ଗ୍ରାମରେ ୨୦ ତମ ସ୍ୱାମୀ ସ୍ଵାମୀ ବିବେକାନନଦ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଟିତ ହୋଇଯାଇଛି। ଗତ ଏଗାର ଦିନ ଧରି ଏହି ଆନ୍ତ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ରବିବାର…