ବେନକେରା ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ ୧୮/୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଠାରେ ଚାଲିଥିବା ଦଶମ ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଫାଇନାଲ ଖେଳ ଜଳିଆବାହାଲ ଓ ମରୁଆଁ ମଧ୍ୟରେ…

ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା, ଟେମ୍ପୋ ଙ୍କ ବିସ୍ପୋରକ ଶତକ

ଧର୍ମଗଡ଼ ୬/୨(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ୍ ବେହେରା ହାଇସ୍କୁଲ ପଡ଼ିଆରେ ୨୮ତମ ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତି ଯୋଗୀତ ଉଦଘାଟିତ ହୋଇଛି । ଉଦଘାଟନ ଦିବସରେ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ  ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗ ଦେଇ ଟ୍ରଫି…

୭ମ ଅଶୋକ ମେମୋରିଆଲ କ୍ରିକେଟ୍ କପ୍ ଉଦ୍ଘାଟିତ

ହରଭଙ୍ଗା :୦୨-୦୨( ଚିତ୍ତରଞ୍ଜନ ସିଂ ) ହରଭଙ୍ଗା ବ୍ଲକ୍ ଲୁଣିବାହାଲ ମମତା କ୍ଳବ୍ ଆନୁକୁଲ୍ୟରେ ସ୍ୱର୍ଗତ ଅଶୋକ ପ୍ରଧାନ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ୭ମ ଅଶୋକ ମେମୋରିଆଲ କ୍ରିକେଟ୍ କପ୍ ଉଦ୍ଘାଟିତ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ…

ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ,ବିବେକ ଆଣ୍ଡ ରାହୁଲ ଯୋଡି ଚାମ୍ପିୟାନ

ଧର୍ମଗଡ଼ ତା ୧/୨/୨୪: (ହେମନ୍ତ କୁମାର ମାଝୀ)କୋକସରା ବ୍ଳକ ଆମପାଣି ବୁଢ଼ାରଜା ବେଡ଼ମିଣ୍ଟନ ଆସୋସିଏସନ୍ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ବ୍ଳକସ୍ତରୀୟ ବେଡ଼ମିଣ୍ଟନ ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏଥିରେ ବ୍ଳକର ବିଭିନ୍ନ ସ୍ଥାନରୁ ମୋଟ୍ ୧୬ଟି ଦଳ ଭାଗ…

ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ସ୍ୱର୍ଗତ ଭାଗ୍ୟଲକ୍ଷ୍ମୀ କ୍ରିକେଟ ପ୍ରତିଯୋଗିତା

ନବରଙ୍ଗପୁର : ( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ନବରଙ୍ଗପୁର କାଦେରିଆ ପଡ଼ିଆରେ ଅଭିବକ୍ତ କୋରାପୁଟ ଜିଲ୍ଲା ଭାଗ୍ୟ ଲକ୍ଷ୍ମୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଯାଇଛି ! ବାରିକ ସଙ୍ଘ ର ସଭାପତି N ଗଣେଶ…

କିଟ ଓ କିସ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )କିଟ ଓ କିସ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ । ଏଜୁକେସନ ପଂର ଅଲର ବାର୍ତା ପ୍ରଚାର କରିବା ଉଦ୍ଧେଶ୍ୟରେ ଆଜି ସକାଳୁ ନରସିଂହ ଚୌଦୁରି ମହାବିଦ୍ୟାଳୟ ନିକଟରୁ ଏହି ମିନି…

ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ,ଅନଗୁଳ କୁ ଚାମ୍ପିୟାନ ଟ୍ରଫି

ହରଭଙ୍ଗା :  (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ନାମେଣ୍ଟ ଶନିବାର ଉଦଯାପନୀ ଵା ଫାଇନାଲ ମ୍ୟାଚ ଅନୁଷ୍ଠିତ…

ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଶଙ୍ଗ ଖେଳ ପଡିଆ ଠାରେ ଶୁକ୍ରବାର ପଞ୍ଚାୟତ ସ୍ତରୀୟ ବାର୍ଷିକ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଏହି ପ୍ରତିଯୋଗିତା 2ଦିନ…

ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ,୫/୪ ରେ ଅନଗୁଳ ବିଜୟୀ ଫାଇନାଲ ରେ ପ୍ରବେଶ

ହରଭଙ୍ଗା :  ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁରର୍ଣ୍ଣମେଣ୍ଟ ଆଜି ଦ୍ୱିତୀୟ ସେମି ଫାଇନାଲ ରେ ପହଂଚିଛି…

ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଶଙ୍ଗ ଖେଳ ପଡିଆ ଠାରେ ଗୁରୁବାର ଦିନ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ପ୍ରଥମେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ,…