ସିଵିଏସଇ ଦଶମ ଶ୍ରେଣୀ ପରୀକ୍ଷା ରେ ଧର୍ମଗଡ଼ ଏଲନିସି ମିଶନ ସ୍କୁଲ ର ଭାରତୀ ଅଗ୍ରୱାଲ ଙ୍କ ସଫଳତା

ଧର୍ମଗଡ଼ ୧୪/୫( ହେମନ୍ତ କୁମାର ମାଝୀ)ଆଜି କେନ୍ଦ୍ରୀୟ ମାଧ୍ୟମିକ ଵୋଡ (ସିଵିଏସଇ)ଦଶମ ଶ୍ରେଣୀ ପରୀକ୍ଷା ରେ ଫଳ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଏଲନିସି ମିଶନ ସ୍କୁଲ ଛାତ୍ରୀ ୯୫.୮୦ ପ୍ରତିଶତ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି…

ନର୍ସିଂ ସ୍କୁଲ୍‌ର ବାର୍ଷିକ ଉତ୍ସବ ଓ ନର୍ସିଂ ଦିବସ ପାଳନ

ଭୁବନେଶ୍ବର : (ବ୍ୟୁରୋ)ଗତ ୧୨ତାରିଖରେ ଆଳି ବ୍ଲକ ସିଙ୍ଗିରିସ୍ଥିତ କ୍ରିଏଟିଭ ଜେନସ୍ ନର୍ସିଂ ସ୍କୁଲର ବାର୍ଷିକ ଉତ୍ସବ, ଆଧୁନିକ ନସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମ ଦିବସ ଓ ଅନ୍ତର୍ଜାତୀୟ ସିଂ ଦିବସ ପାଳନ କରାଯାଇଛି। ନସିଂ ସ୍କୁଲ୍‌ର ପରିଚାଳନା ନିର୍ଦ୍ଦେଶକ…

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୯ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ

ପୁରୀ ୧୩/୦୫: ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୯ ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପୁରୀ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ପୁରୀ ପୌର ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପ୍ରଭାତରେ ଗୁରୁଜୀ ଶ୍ରୀ…

ରକ୍ତଦାନ ଶିବିର

ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଯନ୍ତା ଷଡଙ୍ଗୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତା ୧୩.୫.୨୫ରିଖରେ ବିକଳ୍ପ ବିବାଦ ସମାଧାନ ସମ୍ମିଳନୀ କକ୍ଷରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…

ବୋଧିଚକ୍ର ଆନୁକୁଲ୍ୟରେ ବୁଦ୍ଧପୂର୍ଣ୍ଣିମା ସମାରୋହ

ପୁରୀ,୧୨/୫ (ମନୋଜ କୁମାର ବଳୀୟାରସିଂ)ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ ବୋଧିଚକ୍ର ଆନୁକୁଲ୍ୟରେ ଭଗବାନ ବୁଦ୍ଧଙ୍କ ୨୫୮୯ତମ ଜୟନ୍ତୀ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ପ୍ରଭାତରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ପରିସରରେ ଅବସ୍ଥିତ ବୋଧିଦ୍ରୁମ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତିଙ୍କ ଦୀପ ଧୂପ ନୈବେଦ୍ୟ…

ମନମାନିରେ ଚାଲିଛି ପୁରୀ ଜିଲା ମୁଖ୍ୟଚିକିତ୍ସାଳୟ ରୋଗୀସେବା

ପୁରୀ : (ମନୋଜ କୁମାର ବଳୀୟାରସିଂ)ପୁରୀ ମୁଖ୍ୟ ଚିକିତ୍ସାଳୟ ତଥା ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଦନ୍ତ ବିଭାଗ ଆଜି ଅପରାହ୍ନରେ ବନ୍ଦ ରହିଛି ।ରୋଗୀ ଦେଖିବା ସମୟ ସକାଳ ୯ଟାରୁ ୧ଟା ଏବଂ ଅପରାହ୍ନ୨ଟାରୁ ୫ଟା, କୁହାଯାଉଛି…

ସାଂସଦ ଓ ବିଧାୟକ ନିଜର ଅପାରଗତା ସକାଶେ କରିପାରୁନାହାନ୍ତି ନିଜ ଫଣ୍ଡ ର ଉପଯୋଗ

ସାଂସଦ କରୁଛନ୍ତି କେବଳ ସିଏସଆର ର ବ୍ୟବହାର  ପୁରୀ : (ମନୋଜ କୁମାର ବଳୀୟାରସିଂ)ଆଜି ଆମ ଆଦମୀ ପାର୍ଟି ପୁରୀ କାର୍ଯ୍ୟାଳୟ ରେ ଏକ ପ୍ରେସ କନ୍ଫରେନ୍ସ କରି ଜଣାଇଲେ ଯେ ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକାଳ ୧ ବର୍ଷ ହେବାକୁ…

ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ଦ୍ୱାରା ମାଟ୍ରିକ ପରୀକ୍ଷା ରେ A1 ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ସାକ୍ଷୀଗୋପାଳ; (ମନୋଜ କୁମାର ବଳୀୟାରସିଂ)ପୁରୀ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ୯୦% ରୁ ଅଧିକ ମାର୍କ ରଖିଥିବା ଏ୧ ଗ୍ରେଡ଼ ପାଇଥିବା ସତ୍ୟବାଦୀ ବ୍ଲକ ଅଧିନସ୍ତ ବିଭିନ୍ନ ବିଦ୍ୟାଳୟ ର କୃତି…

ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଧର୍ମଗଡ ଗସ୍ତ

ଧର୍ମଗଡ,୧୩/୫(ହେମନ୍ତ କୁମାର ମାଝୀ)ଓଡିଶା ସରକାର ଙ୍କସଡକ,ପରିବହନ ,ଖଣି ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଚାନକ ଧର୍ମଗଡ ଗସ୍ତ କରିଛନ୍ତି।ଧର୍ମଗଡ ସହର ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି।ସହର ମଧ୍ୟରେ ଥିବା ମାଁ…

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୫ ଅନୁଷ୍ଠିତ

ପ୍ରଫେସର ଭୁବନେଶ୍ବର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ପ୍ରଗତି ଇନଷ୍ଟିଚ୍ୟୁଟ, ଭବାନୀପାଟଣା ପକ୍ଷରୁ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୫  ଭବାନୀପାଟଣା : (ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ସଂଗଠନ ପ୍ରଫେସର ଭୁବନେଶ୍ବର ବେହେରା ମେମୋରିଆଲ୍ ୟୁଥ ଅର୍ଗାନାଇଜେସନ୍ ଏବଂ ଓଡିଶାର…