ଧର୍ମଗଡ଼ ୧୪/୫( ହେମନ୍ତ କୁମାର ମାଝୀ)ଆଜି କେନ୍ଦ୍ରୀୟ ମାଧ୍ୟମିକ ଵୋଡ (ସିଵିଏସଇ)ଦଶମ ଶ୍ରେଣୀ ପରୀକ୍ଷା ରେ ଫଳ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଏଲନିସି ମିଶନ ସ୍କୁଲ ଛାତ୍ରୀ ୯୫.୮୦ ପ୍ରତିଶତ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି ଧର୍ମଗଡ଼ ସହରର ବ୍ୟବସାୟ ମହେଶ ଅଗ୍ରୱାଲ ଓ ଅଞ୍ଜନା ଅଗ୍ରୱାଲ ଙ୍କ ଝିଅ ଭାରତୀ ଅଗ୍ରୱାଲ ଏହି ସଫଳତା କୁ ନେଇ ସ୍କୁଲ କୃତ ପକ୍ଷ ତଥା ସହରବାସୀ ଙ୍କ ମହଲରେ ତାଙ୍କୁୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ତାଙ୍କ ସଫଳତାର ରେ ସ୍କୁଲ ଶିକ୍ଷକ ଙ୍କ ପ୍ରେରଣା ଓ ଅଭିଭାବକ ମାନଙ୍କ ଆଶିର୍ବାଦ ରହିଛି ବୋଳି ଭାରତୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଧର୍ମଗଡ଼ ଏଲନିସି ମିଶନ ସ୍କୁଲ ର ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ୯୪ ପ୍ରତିଶତ ରେଶନ କାନ୍ତ ପାତ୍ର ୯୨ ପ୍ରତିଶତ ମାର୍କ ରଖି ଉତିର୍ଣ୍ଣ ହୋଇଥିବା ବେଳେ ଏହି ସ୍କୁଲର ମୋଟ ୪୦ ଜଣ ପରୀକ୍ଷାର୍ଥୀ କୃତ କାର୍ଯ୍ୟ ହୋଇଥିବା ସ୍କୁଲ କୃତ ପକ୍ଷ ସୂଚନା ଦିଆଯାଇଛି।