ଆମପାଣି ଆବାସିକ ଜନଜାତି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଧର୍ମଗଡ଼ : ୯/୨(ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଆମପାଣି ସରକାରୀ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ର ୭୪ ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପିଏ,ଆଇଟିଡିଏ ଥୁଆମୂଳ ରାମପୁର ରାମକୃଷ୍ଣ ଗଣ୍ଡ ଙ୍କ ସଭା ପରିଚାଳନା ରେ…

ମୁଖ୍ୟମନ୍ତ୍ରୀଙ୍କ ସହ କାମ କରି ତାଙ୍କ ଦ୍ବାରା ଅନୁପ୍ରାଣିତ :- କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର :(ବ୍ୟୁରୋ )ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ଯମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି । ୧୯୯୯ ସୁପର ସାଇକ୍ଲୋନ୍ ଓଡ଼ିଶାକୁ ବିପର୍ଯ୍ଯସ୍ତ କରିଥିଲା । ଚ୍ଯାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ…

ଧର୍ମଗଡ ଉପଖଣ୍ଡ ରେ ଡାକ୍ତର ନିଯୁକ୍ତି ଦାବୀ,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ଧର୍ମଗଡ଼ : ୮/୨( ହେମନ୍ତ କୁମାର ମାଝୀ)ଧର୍ମଗଡ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଭତ୍ତିଭୂମି ବର୍ତ୍ତମାନ ସୁଦୃଢ ହୋଇଥ‌ିବା ବେଳେ ସମାଧାନ ହୋଇ ପାରିନାହିଁ ଡାକ୍ତର ସମସ୍ୟା । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ସହ ଆବଶ୍ୟକିୟ…

ବୌଦ୍ଧ ଜିଲ୍ଲା ରେ ସମ୍ମାନିତ ହେଲେ ନୟାଗଡ ଜିଲ୍ଲାର ଦୁଇ ଜଣ ସମାଜସେବୀ

ହରଭଙ୍ଗା :୮ /୨ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବାନୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ପଡ଼ିଆ ଠାରେ ଚାଲିଥିବା ପ୍ରଥମ ସେବା ମହୋତ୍ସବ କାର୍ଯ୍ୟକ୍ରମ ରେ ସମାଜ ସେବୀ ପୁରସ୍କାର ରେ…

ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ଓଡ଼ିଶା ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ନନ୍ଦାହାଣ୍ଡି ବ୍ଲକ୍ ଝାଡବନ୍ଧଗୁଡା ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ,…

ମୁଖ୍ୟମନ୍ତ୍ରୀ ମକା ମିଶନ ବାର୍ଷିକ ଅଧିବେଶନ ଓ କୃଷକ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଆର ସି ଡି ହାଇସ୍କୁଲ ପଡିଆ ଠାରେ ଟି -ଫାର୍ମ କମ୍ପାନୀର ଆୟୋଜନରେ ମାଟା ଡଙ୍ଗରି ଏଫ ପି ଓ ରେ ବାର୍ଷିକ ଅଧିବେଶନ ଓ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଥିଲା ।ଏହି କାର୍ଯ୍ୟକ୍ରମ…

ନ୍ୟୁଉ ଇଣ୍ଡିଆ ଦ୍ୱାରା ବାଉଁଶ କାରୀଗରଙ୍କୁ ପ୍ରଶିକ୍ଷଣ

ଢେଙ୍କାନାଳ :ଦିନ ଥିଲା ବାଉଁଶ ବ୍ୟବହାର ଘରେ ଘରେ ବହୁଳ ଭାବରେ ବ୍ୟବହାର ହେଉଥିଲା । ମାତ୍ର ପରବତର୍ରି ସମୟରେ ପ୍ଲାଷ୍ଟିକର ବ୍ୟବହାର ଯୋଗୁ ଏହାର ଚାହିଦା ଧିରେ ଧିରେ କମିଯାଇଛି । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହେଉଅଛି…

ଟୋଲ୍ ଗେଟ୍ ପାଇଁ କେସିଙ୍ଗା ଥାନ ଅଧିନରେ ଥିବା ଜନବସତି ଅସନ୍ତୋଷ

କେସିଙ୍ଗା : ୬/୨(ପ୍ରୀତେଶ ପଟେଲ)ସହର ର ବିଭିନ୍ନ ଛୋଟ ବଡ଼ ବିଧିବଦ୍ଧ ସମସ୍ୟା ନେଇ ଗତକାଲି କେସିଙ୍ଗା ବିକାଶ ମଞ୍ଚ ପକ୍ଷ ରୁ ସ୍ଥାନୀୟ ବ୍ଲକ ସଭାଗୃହ ରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟତଃ ଗତ କିଛି ଦିନ…

ସେବା ମହୋତ୍ସବ ରେ “ସେବା 24×7” ପୋଟାଲ ଜନତା ଙ୍କ ସେବାରେ ଲୋକାର୍ପିତ

ହରଭଙ୍ଗା ::(ଚିତ୍ତ ରଞ୍ଜନ ସିଂ) ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ, ଆନୁକୂଲ୍ୟରେ ଅନୁଷ୍ଠିତ “ପ୍ରଥମ ସେବା ମହୋତ୍ସବ “ର ଉଦ୍ଘାଟନୀ ଦିବସରେ ଜନତାଙ୍କ ସେବାରେ ପ୍ରଥମ ଥର…

ସେବା ମହୋତ୍ସବ ଉଦଯାପିତ,ଗୀତିକାର ଜୟଶ୍ରୀ ଧଳ ଙ୍କ ସଂଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ ” ବୁଧବାର ଦିନ ଉଦଯାପିତ ହୋଇଯାଇଛି l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ…