ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ କଳାହାଣ୍ଡି ଆଗମନ କୁ ନେଇ ପ୍ରସ୍ତୁତି ବୈଠକ
କେସିଙ୍ଗା: ( ପ୍ରୀତେଶ ପଟେଲ)ଆସନ୍ତା ୨6 ତାରିଖ ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ କେସିଙ୍ଗା ହୋଇ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ କେସିଙ୍ଗା ରେ ସଭାପତି ଙ୍କ ସମ୍ମାନରେ ଏକ…