ପରିବର୍ତ୍ତନ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) କୁଲତାଯୋର ଗ୍ରାମ ପଞ୍ଚାୟତ ବରପଦର (ଗୁଭା ପଡିଆ) ଠାରେ ପରିବର୍ତ୍ତନ ସମାବେଶ ପାଇଁ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ । ଏଥିରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଆବାହକରେ ଅନୁଷ୍ଠିତ…

ସୁନାଖଣିୟାର ରହସ୍ୟମୟ ସୁଡ଼ଙ୍ଗ..!!

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ପ୍ରାକୃତିକ ଶୋଭା ସମ୍ପଦରେ ବଣ ପାହାଡ ଘେରା ବୌଦ୍ଧ ଜିଲ୍ଲାରେ ଅରଣ୍ୟ ସମ୍ପଦ ଓ ପର୍ୟଟନ ବିଭବ ସାଙ୍ଗକୁ ରହିଚି ଅନେକ ରହସ୍ୟମୟ ସ୍ଥାନ lଏକଦା ବୌଦ୍ଧ ଧର୍ମ ବିସ୍ତାର ଲାଭ କରିଥିବା ପୂର୍ବତନ ଗଡ଼ଜାତ ରାଜ୍ୟ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା:ତା.୦୪/୧୨: (ନରେନ୍ଦ୍ର ନେଗୀ)ନବୀନ ସରକାରଙ୍କ କୃଷକ ମlରଣ ନୀତି, ମଣ୍ଡିର ଅବ୍ୟବସ୍ଥା, ଧାନ କଟନୀ ଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ ବିଲ ମୂଲ୍ୟ ବୃଦ୍ଧି, ଗାଁ ଗାଁରେ ମଦଭାଟି, ମଦ କୋଠି ଖୋଲିବା ଭଳି ବିଭିନ୍ନ ସମସ୍ୟାର ପ୍ରତିବାଦରେ ଗୁରୁବାର…

ବିଂଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ପାଇଁ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଆଜି ବିଂଝାରପୁର ବ୍ଲକରେ ଜିଲା ପରିବହନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଏହା ପାଳିତ…

ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଗ୍ରାମବାସୀ ଓ ସରପଂଚ ଙ୍କ ବିରୋଧ

ଯାଜପୁର : ( ଆନନ୍ଦ ଚନ୍ଦ୍ର ସାହୁ )ପ୍ରସ୍ତାବିତ ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରି ଜିଲା ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀ ଓ ସରପଂଚ । ବିଝାଂରପୁର ବ୍ଲକ ଶାସନ୍ଦା ପଂଚାୟତରେ ଅବକାରୀ ବିଭାଗ ପକ୍ଷରୁ ନୁତନ ମଦ…

ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ପୋଲିସ ASI ଗୁରୁତର, ମେଡିକାଲ ରେ ଭର୍ତ୍ତି

ବୌଦ୍ଧ : ( ଚିତ୍ତରଞ୍ଜନ ସିଂହ ) ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ l ଦୁର୍ବୃତ୍ତଙ୍କ ଅତର୍କିତ ଠେଙ୍ଗା ମାଡ଼ରେ ପୋଲିସ ଏ ଏସ ଆଇ ଆହତ। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାକୁ କୌଣସି ଏକ ଗଣ୍ଡଗୋଳ ହେଉଥିବା…

କଳାହାଣ୍ଡି : ବିଭିନ୍ନ ଦାବୀ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳିତ

ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)ମଣ୍ଡି ରେ ଧାନ ବିକ୍ରି ସମସ୍ୟା, ବିଦ୍ୟୁତ୍ ସମସ୍ୟା,ବେଆଇନ ମଦ କୋଠୀ ପ୍ରତିବାଦ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବନ୍ଦ ଡାକରା ପରୀପ୍ରେକ୍ଷୀରେ ଧର୍ମଗଡ ରେ ଦୋକାନ ବଜାର ବନ୍ଦ,ଗାଡ଼ି ମୋଟର…