ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) କୁଲତାଯୋର ଗ୍ରାମ ପଞ୍ଚାୟତ ବରପଦର (ଗୁଭା ପଡିଆ) ଠାରେ ପରିବର୍ତ୍ତନ ସମାବେଶ ପାଇଁ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ।

ଏଥିରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଆବାହକରେ ଅନୁଷ୍ଠିତ ବୈଠକରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ପଞ୍ଚାୟତ ସମିତି ବୌଦ୍ଧ ଅଧ୍ୟକ୍ଷ ପୟୋଧର ମହାକୁଳ, ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ବର ସିଂହ , ବହିରା ସରପଞ୍ଚ ଯଯାତି କେଶରୀ ମହାଲିକ (ପିଙ୍କୁ) ନାରାୟଣ ପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ପ୍ରମୋଦ ରଣା, ଲିଙ୍ଗରାଜ ରଣା, ଗୁରୁଚରଣ ରଣା,ନରେନ୍ଦ୍ର ସାହୁ ସମେତ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଲୋକ ଯୋଗଦେଇଥିଲେ ।