ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଡାୟାଲିସିସ୍ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସମଗ୍ର  ରାଜ୍ୟରେ ବିଭିନ୍ନ  ବର୍ଗର କିଡ଼ନୀ ରୋଗୀ ମାନଙ୍କୁ  ମାଗଣାରେ ଡାୟାଲିସିସ୍ ସୁବିଧା  ଯୋଗାଇ ଦେବାପାଇଁ ଆଜି ମାନ୍ୟବର  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ 16 ଟି ବିଭିନ୍ନ ଉପ ଜିଲ୍ଲା ଚିକିତ୍ସାଳୟ…

ବିକ୍ରମଗୁଡ଼ା ଠାରେ ଷୋହଳ ପ୍ରହର ନାମ ଯଜ୍ଞ

ଧର୍ମଗଡ:୧/୨(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ଅନ୍ତର୍ଗତ ବିକ୍ରମ ଗୁଡା ଗ୍ରାମ ଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇ ଯାଇଛି । ମାଘ କୃଷ୍ଣ ପକ୍ଷ ପଞ୍ଚମୀ ଠାରୁ ହୋଈ ଥିବା ଏହି ନାମ ଯଜ୍ଞ ଆସନ୍ତା ଶନିବାର ଦିନ…

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର ଉଦଘାଟିତ

ଧର୍ମଗଡ଼ :୧/୨(ହେମନ୍ତ କୁମାର ମାଝୀ)ଅଭାସି ମାଧ୍ୟମ ରେ ଉଦ୍ଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଠାରେ ଡ଼ାଇଲିସିସ ସେଣ୍ଟର ଆଭାସୀ ମାଧ୍ୟମ ରେ ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି । ଧର୍ମଗଡ…

ଧର୍ମଗଡ ପାଇଁ ଜଗନ୍ନାଥ ଏକ୍ସପ୍ରେସ ବସ୍ ଚଳାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଧର୍ମଗଡ଼ :୧/୨(ହେମନ୍ତ କୁମାର ମାଝୀ)ପୁରୀରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ରାଜ୍ୟର ଜିଲ୍ଲା ସଦର ମହକୁମାଠାରୁ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ କରିଛନ୍ତି। ସେହି ପରୀପ୍ରେକ୍ଷୀରେ…

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଉପାନ୍ତ ଅଂଚଳ ଗସ୍ତ,ସାଧାରଣ ଜନତାଙ୍କ ସହ ଆଲୋଚନା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ନୂତନ ଜିଲ୍ଲାପାଳ ଙ୍କ ପ୍ରଥମ ଗସ୍ତ l ଜନ ସାଧାରଙ୍କୁ ଭେଟିଲେ ଓ ସିଧା ସଳଖ ଆଲୋଚନା କଲେ l ସୂଚନା ଅନୁଯାଇ ଜିଲ୍ଲାପାଳ ଜେ. ସୋନାଲ ଗତ କାଲି ବୌଦ୍ଧ ଜିଲ୍ଲାପାଳ ଭାବେ…

ବିଜେଡି ସରକାରଙ୍କ ବିକାଶ ର ଗାଥା ଗାଉଛି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ :୧/୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। କୋକସରା…

ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ,ବିବେକ ଆଣ୍ଡ ରାହୁଲ ଯୋଡି ଚାମ୍ପିୟାନ

ଧର୍ମଗଡ଼ ତା ୧/୨/୨୪: (ହେମନ୍ତ କୁମାର ମାଝୀ)କୋକସରା ବ୍ଳକ ଆମପାଣି ବୁଢ଼ାରଜା ବେଡ଼ମିଣ୍ଟନ ଆସୋସିଏସନ୍ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ବ୍ଳକସ୍ତରୀୟ ବେଡ଼ମିଣ୍ଟନ ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏଥିରେ ବ୍ଳକର ବିଭିନ୍ନ ସ୍ଥାନରୁ ମୋଟ୍ ୧୬ଟି ଦଳ ଭାଗ…

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧି ର ୨ବର୍ଷ ବିତିଲା,ତଥାପି ହୋଇନି କାର୍ଯ୍ୟକ୍ଷମ

ଧର୍ମଗଡ଼ : ୧/୨( ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ଜନ ସାଧାରଣ ଙ୍କୁ ସୁବିଧା ଯୋଗାଇ ଦେବାକୁ ସଡକ ସହ ବିଜୁ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳରେ ଗମନାଗମନ କୁ ସରଳିକରଣ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ…

ବୌଦ୍ଧରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଜେ. ସୋନାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଜିଲ୍ଲାପାଳ ନୃସିିଂହ ଚରଣ ସ୍ୱାଇଁଙ୍କ ଠାରୁ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସୋନାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ୍‌…

ଟିଟିଲାଗଡରେ ନୂତନ ଥାନାଧିକାରି ଭାବେ ଯୋଗ ଦେଲେ ଅବନି ସାହୁ

ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ)ବୁଧୁବାର ସଂଧ୍ୟାରେ ଟିଟିଲାଗଡ଼ର ନୂତନ ଥାନାଧିକାରୀ ଭାବେ ଶ୍ରୀଯୁକ୍ତ ଅବନି ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୁର୍ବରୁ ସେ ସଇଁତଳା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ, ପ୍ରକାଶ ଯୋଗ୍ୟ ଯେ ଶ୍ରୀ ସାହୁ…