ଗୀତିନାଟ୍ୟ ଲକ୍ଷ୍ମୀପୁରାଣ ମଂଚସ୍ଥ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ ,ମାଁ କଳାପାଟ କ୍ଲବ ,ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦର ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂତନ ଟାଉନହଲରେ ମଂଚସ୍ଥ ହୋଇ ଯାଇଅଛି କବି…

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକର ଜନସାଧାରଣ

ଧର୍ମଗଡ଼ :୧୮/୧(ହେମନ୍ତ କୁମାର ମାଝୀ)ବହୁ ପ୍ରତିକ୍ଷିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଆଜି ସାରା ଓଡ଼ିଶାରେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ପୁରୀ ବଡଦାଣ୍ଡ…

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ପୁନର୍ଗଠନ ପାଇଁ ଦାବି କଲେ ବନବାସୀ

ଧର୍ମଗଡ଼ ;୧୮/୧( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ବଂଶାନୁକ୍ରମେ ବସତି ସ୍ଥାପନ କରି ଆସୁଥିବା ବିରିମୁହାଁଣ ରାଜସ୍ବ ଗ୍ରାମ ର ଗ୍ରାମବାସୀ ମାନେ ନୂତନ ଭାବେ ଗଠନ ହୋଇଯିବା ଜଙ୍ଗଲ ଅଧିକାର ଗ୍ରାମ୍ୟ…

ନିଖୋଜ ବ୍ୟକ୍ତି ଙ୍କ ଜଙ୍ଗଲ ରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

ଧର୍ମଗଡ଼ :୧୮/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ବାଙ୍କୀମୁଣ୍ଡା ଗ୍ରାମର ଯୁବକ ଗୋୖରାଙ୍ଗ ପୁଝାରି(୫୦) ଙ୍କ ଝୁଲନ୍ତା ଶବ ସାହାଜଖୋଲ ଜଙ୍ଗଲ ମଧ୍ୟରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଗତ ୮ ତାରିଖ ରୁ ନିଖୋଜ…

ଅସୁରକ୍ଷିତ ବନ୍ୟ ପ୍ରାଣୀ, ଭାଲୁର ମୃତଦେହ ଉଦ୍ଧାର

ଧର୍ମଗଡ଼; ୧୮/୧(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିନ ଡହଗାଁ ପଞ୍ଚାୟତ ସର୍ଗିଗୁଡ଼ା କୁମୁଡି ଡଙ୍ଗର ନିକଟରୁ ଏକ ଭାଲୁର ମୃତ ଦେହ ବୁଧବାର ଉଦ୍ଧାର ହୋଇଛି। ସୂଚନା ଅନୁସାରେ ବୁଧବାର ସକାଳୁ ସର୍ଗିଗୁଡ଼ା କୁମୁଡି ଡ଼ଙ୍ଗରର ରାନ୍ଦନିସାଲ ନିକଟରୁ ଏକ…

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ,ବାଜା ସାଲ ର ଗୁଭା ମନ୍ଦାର ଗୀତ ରେ ଦୁଲୁକିଲା ମଞ୍ଚ

ଧର୍ମଗଡ:୧୭/୧( ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ଗତ ୧୫ ତାରିଖ ଠାରୁ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେଉ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଘୁମରା-୨୦୨୪ ର ଆଜି ଥିଲା ଉଦଯାପନୀ ସନ୍ଧ୍ୟା । ଧର୍ମଗଡ଼ ଉତ୍ସବ ପାଳନ…