କାଶୀପୁର ଠାରେ ତିନି ଦିନ ଧରି ବ୍ଲକ ସ୍ତରୀୟ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ଉଦଯାପିତ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମାଁ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟ ସ୍ଥିତ ଖେଳ ପଡିଆ ଠାରେ ତିନି ଦିନ ଧରି ଚାଲିଥିବା ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ଆଜି ବଡ଼ ଜାଖଜଖମ ରେ ଉଜ୍ୟାପିତ…

ନୂଆପଡା ଜଙ୍ଗଲ ରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ନୂଆପଡା ଜଙ୍ଗଲ ରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ରାତି ୭ ଟା ରେ ସୂଚନା ଜାରି କରାଯାଇଛି l…

ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ରାସ୍ତାରୋକ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡି ରେ ଅବ୍ୟବସ୍ଥା ଓ ଧାନ କିଣା ଯାଉ ନ। ଥିବା ଅଭିଯୋଗ ନେଇ ଚାଷୀ ଏବଂ ବିଜେପି କାର୍ମକର୍ତା ଙ୍କ ପକ୍ଷରୁ ରାସ୍ତା ରେ ଧାନ ବସ୍ତା…

ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସ କୁ ଵଡବସୁଲ ଗ୍ରାମ ପଞ୍ଚାୟତ ଠାରେ ଆରମ୍ଭ

ଧର୍ମଗଡ଼ :୮/୧(ହେମନ୍ତ କୁମାର ମାଝୀ) ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସ ଏଵଂ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କର ପତ୍ରିକା ନିମନ୍ତ୍ରଣ ଧର୍ମଗଡ଼ ବ୍ଲକ ବଡବସୁଲ ଗ୍ରାମପଞ୍ଚାୟତ ରେ ଆରମ୍ଭ ହୋଇଯାଇଛି ଉକ୍ତ କଳସ ଯାତ୍ରା ରେ ବରିଷ୍ଠ ଆଇନଜୀବୀ ଓ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡୋକରିଚଞ୍ଚରା ,ପିକନିକ ଋତୁରେ ପ୍ରଵଳ ଗହଳି

ଧର୍ମଗଡ଼ :(ହେମନ୍ତ କୁମାର ମାଝି )କଳାହାଣ୍ଡି ଜିଲ୍ଲା କୋକସରା ଵ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ଗୁଡହାଣ୍ଡି ଡୋକରିଚଞ୍ଚରା। ପ୍ରାକୃତିକ ପରିବେଶ ଓ ପ୍ରକୃତି ରାଣୀ ବିଭିନ୍ନ ମନୋରମା…