ଜୁନିୟର ରେଡ୍ କ୍ରସ ତରଫରୁ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ

ହରଭଙ୍ଗା : ଶୁକ୍ରବାର ଦିନ ରାମଗଡ଼ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିୟର ରେଡ୍ କ୍ରସ ତରଫରୁ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଅଙ୍କିତା ମାହାନା ଙ୍କ ଅଧ୍ୟକ୍ଷତାରେ, ବୌଦ୍ଧ ଜିଲ୍ଲାର JRCO ମାଷ୍ଟର…

ବନ୍ୟା ପାଣିରେ ଭାସିଗଲା ଟ୍ରାକ୍ଟର

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ଗତ କାଲି ପ୍ରବଳ ବର୍ଷା ରେ ଅନେକ ସ୍ଥାନରେ ଦେଖାଦେଇଛି ବନ୍ୟାପରିସ୍ଥିତି I ଏପଟେ ଆଜି ରାସ୍ତା ଉପରେ 4ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ମନମୁଣ୍ଡା ଓ ସଗଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା…

ନବରଙ୍ଗପୁର ମହାବିଦ୍ୟାଳୟ ରେ ନବାଗତଙ୍କ ପାଇଁ ସ୍ବାଗତ ସମାରୋହ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ବିନୋଦ ଝା ପ୍ରେକ୍ଷାଳୟ ଠାରେ ମହାବିଦ୍ୟାଳୟ କୁ ଆଜି ପ୍ରଥମ କରି ଆସିଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ୱାଗତ ତଥା ପରାମର୍ଶ ଉତ୍ସବର ଆୟୋଜନ…

କେସିଙ୍ଗା ବିଜେପି କାର୍ଯ୍ୟକର୍ତ୍ତା ମାନେ ଟ୍ରାଫିକ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଏସ ଡି ପି ଓ ଙ୍କୁ ଦାବୀପତ୍ର ପ୍ରଦାନ

କେସିଙ୍ଗା : ( ପ୍ରୀତେଶ ପଟେଲ)କେସିଙ୍ଗା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ | ସହରରେ ଜନଗହଳି ତଥା ଘୋର ଟ୍ରାଫିକ ସମସ୍ୟା ପାଇଁ ଅତୀତରେ ବଡବଡ ଏବଂ ଭାରିଯାନ ଗୁଡିକୁ ସକାଳ ୮ ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ଟା…