ଘରେ କେହି ନଥିବା ବେଳେ ଲାଗିଲା ନିଆଁ

ବେଲଗୁଣ୍ଠ : (ସୁଶାନ୍ତ କୁମାର ବେହେରା )ଢୁ ଢୁ ଖରାରେ ଲାଗିଲା ନିଆଁ, ସବୁ ଜଳିପୋଡ଼ି ପାଉଁଶ ହୋଇଗଲା।ଗଞ୍ଜାମ ଜିଲ୍ଲା ତାରାସିଙ୍ଗୀ ଥାନା ଅଧୀନ ବାରୁଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା । ଘରେ କେହି ନଥିବା ବେଳେ ଘର ଭିତରେ…

କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

ନବରଙ୍ଗପୁର:ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସାମାଜିକ ସୁରକ୍ଷା ସାହାଯ୍ୟ କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ରବି ନାରାୟଣ ନାୟକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ କରକମଳରେ ନବରଙ୍ଗପୁର ଜିଲ୍ଲାର କିନ୍ନର ସଂଘରେ ଯୋଗଦାନ କରିଥିବା ଦୁଇଜଣ ନୂତନ…

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:୨୧.୦୭ଆଜି ପାପଡ଼ାହାଣ୍ଡି ପଂଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା…

ରୋଗୀ ଙ୍କୁ ଫଳ ବଣ୍ଟନ କଲେ ସତ୍ୟ ର ସ୍ଵର ପରିବାର

କେସିଙ୍ଗା ( ପ୍ରୀତେଶ ପଟେଲ)କାଲି ପ୍ରମୁଖ ସାମାଜିକ ଗଣମାଧ୍ୟମ “ସତ୍ୟ ର ସ୍ୱର ” ପରିବାର ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସତ୍ୟର ସ୍ୱର ପରିବାର ର…

ଜଳ ସମ୍ପଦ୍ଧ ବିଭାଗର ନିୟମ, ଅବସର ପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି, ଶିକ୍ଷିତ ଯୁବକ ଯୁବତୀ ଙ୍କୁ ବେକାର

ନବରଙ୍ଗପୁର,୧୯/୭୧୯୭୯ ରେ ନବରଙ୍ଗପୁର ଜିଲ୍ଲା କୁ ଅବହେଳା କରି ଗଢି ଉଠିଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ,ନା ମିଳିଲା ପାଣି ନା ବିଦ୍ୟୁତ୍। ୨୦୨୨ ରେ ଇନ୍ଦ୍ରାବତୀ ରୁ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟଳୟ ଉଠାଇ କ୍ଷମତା ଶୂନ୍ୟ କରି ଦିଆଗଲା।…